ପୋଲସରା : ପୋଲସରା ବ୍ଳକ ର ଶିକ୍ଷା ବିଭାଗ ଅଧୀନରେ ଥୀବା20 ଟି ସ୍କୁଲକୁ ଡ଼୍ଫ ଲାଇନ ଅନୁସାରେ ଛାତ୍ର, ଛାତି କମ ପଡୁଥିବା ଯୋଗୁଁ।ଏହାକୁ ଆଖି ଆଗରେ ରଖି ସରକାର ନିକଟସ୍ଥ ସ୍କୁଲ ମାନଙ୍କୁ ସ୍ଥାନାନ୍ତର କରୀବା ପାଇଁ ନିସ୍ପତି ନେଇଛନ୍ତି। ଏହାକୁ ଆଧାର କରୀ ଏହି ବ୍ଳକର ଚନ୍ଦମାଦେଇପୁର ସ୍କୁଲ 20 ରୁ ପଢ଼ୁଥିବା ରୁ ଏହି ବିଦ୍ୟାଳୟ ଏଥୀରୁ ବାଦ ପଡୁଅଛି ।
ତେଣୁ ଗ୍ରାମ ବାସୀ ଆଜି ଏକତ୍ରିତ ହୋଇ ସ୍ବାଯର୍ କ୍ରମେ କିପର ଆମ ସ୍କୁଲ ରେ ପିଲାମାନଙ୍କୁ ବୃଦ୍ଧି କରିବା ସହ ଅନ୍ୟ ସ୍କୁଲ ମାନଙ୍କୁ ନପଠାଇବା ଉପରେ ଗୁରୁତର ନେବା ସହ ,ପୁନହ ବିଚାର କରି ଆମ ସ୍କୁଲ କୁ ଏଥିରୁ ବାଦ କରିବାକୁ ପୋଲସରା ଶିକ୍ଷା ଧୀକାରୀ ଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।
Prev Post