ପୋଲସରା (ରଞୟ ପାଣିଗ୍ରାହୀ) ବହୁଦିନ ଧରି ପୋଲସରା ର କାର୍ଯ୍ୟ ରତ ଓକିଲ ମାନେ ସବୁ ସୁବିଧା ଥାଇ ମଧ୍ୟ ବିଭିନ୍ନ କେଶ ମକଦମା ପାଇଁ ନିକଟସ୍ଥ କୋଦଳା, କବିସୂର୍ଯ୍ୟନଗର ର କୋର୍ଟ ରେ କାଯ୍ୟ କରି ଆସୁଅଛନ୍ତି।କାରଣ ବହୁଦିନ ଧରି ଏହି ବ୍ଳକ ର ପୁରୁଣା କାର୍ଯ୍ୟ ଳୟ କୁ ପୁନରୁଧାର କରାଯାଇ ଅଦାଲତ ଗୃହ ସହ ବିଚାରପତି ଙ୍କ ଗୃହ ର କାର୍ଯ୍ୟ ମଧ୍ୟ ସରୀବା ଉପରେ କିନ୍ତୁ କାର୍ଯ୍ୟ କାରୀ ନହୋଇ ବିଳମ୍ବ ହେଉଥିବା କୁ ନେଇ ଆଜି ପୋଲସରା ର କାର୍ଯ୍ୟ ରତ ଓକୀଲ ସଙ୍ଗ ର ସଦସ୍ୟ ମାନେ ନୀକଟସ୍ଥ ଆଇଭୀ ଠାରେ ଏକବୈଠକ ସଙ୍ଗର ସଭାପତି ସୁଶାନ୍ତ କୁମାର ସାହୁ ଙ୍କ ଆବାହକ କ୍ରମେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୋଠକ ରେ ପୋଲସରା ଠାରେ। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଚାଲୁକରୀବା ,ଅଦାଲତ ପାଇଁ ବ୍ୟବହାର ସମସ୍ତ ପ୍ରକାର ଜୀନିଷ ପତ୍ର ପ୍ରଦାନ କରୀବା ,ଉକ୍ତ ସ୍ଥାନକୁ ସରକାରୀ ଭାବେ ହସ୍ତାନ୍ତର ,ମାନ୍ୟବର ଜିଲ୍ଲା ବୀଚାରପତୀ ଜରୀଆରେ ମାନ୍ୟବର ହାଇକୋର୍ଟ ର ମୁଖ୍ୟ ବିଚାରପତି ପ୍ରଦାନ କରିବା ସହ ,ବାକିସବୁ କାମ କୁ ସେଷ ପାଇଁ ଦୃଷ୍ଟି ଗୋଚର କରିଥିଲେ। ଆସନ୍ତା ନୁଆବରଷ ରେ ପୋଲସରା ଠାରେ ନୂତନ ବୀଚାର ବିଭାଗ ଅଦାଲତ ହୋଇ ଯାଇଥିବ ବୋଲି ଆଶା କରିଛନ୍ତି। ଉକ୍ତବୈଠକ ର ସଭାପତି ସୁଶାନ୍ତ କୁମାର ସାହୁ, ବରଜ ସାହୁ,କବିରାଜ ସାହୁ, ସନିଆସୀ ସାହୁ, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
