Odisha news

ଧରାପଡ଼ିଲେ ଗଂଜେଇ ଚୋରାଚାଲାଣ ବେଲା : ଗଂଜେଇ ସହ ବାଇକ ଜବତ ଜଣେ ଗିରଫ

0

ବାଲିଗୁଡା : ଗଂଜେଇ ଚୋରାଚାଲଣ ବେଳେ ବାଲିଗୁଡା ପୋଲିସ ଦ୍ୱାରା ଧରାପଡିଲା ଘଟଣାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଦ୍ୱାରା ମହାଶିଙ୍ଗି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ଗାଡି ମୋଟର ଯାଂଚ କରୁଥିବା ସମୟରେ ଏକ ବାଇକ ବାଲିଗୁଡାରୁ ଯାଉଥିଲା ସେହି ବାଇକକୁ ପୋଲିସ ହାତ ମାରି ଅଟକାଇବା ସହ ବାଇକ ବାଇକଚାଳକକୁ ଧରିବା ପରେ ଦେଖିଥିଲେ ଯେ ତାପାଖରୁ ଗଂଜେଇ ବାହାରିଥିଲା

ବାଇକ ଜବତ ଗଂଜେଂ ସହ ଚାଳକକୁ ପୋଲିସ ଥାନାକୁ ଆଣିଥିଲେ ୧୨କେଜି୩୦୦ଗ୍ରାମ ହୋଇଥିବା ବେଳେ ଜବତ ହୋଇଥିବା ଗାଡି ନମ୍ବରଓଡି୦୫ଡବ୍ଲୁ୍ୟ୧୫୨୭ କୁ ଜବତ କରି ଗିରଫ ହୋଇଥିବା  ଜସୋବନ୍ତ ବିରକୁ କେସ ନମ୍ବର ୧୦୪/୨୦ରେ ମମାଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି

Leave A Reply

Your email address will not be published.