Odisha news

କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ସମ୍ମାନିତ

0

ଆଗରପଡ଼ା : କରୋନା ଯୋଦ୍ଧା ସ୍ଥାନୀୟ ପୋଲିସ କର୍ମ·ରୀ ମାନଙ୍କୁ ଆଗରପଡ଼ା ମହୋସôବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମହୋସôବ କମିଟିର ସଭାପତି ଆଇନଜୀବି ମନୋଜ ରାୟ, ଉପସଭାପତି ନୀରୋଜ ଆଇଚ, ସମ୍ପାଦକ ସାମ୍ବାଦିକ ହେମନ୍ତ ଦିଂ, ଜୀତେନ୍ଦ୍ର ଶତପଥୀ, ଅକ୍ଷୟ ସିଂହ, ପ୍ରଦୁ୍ୟମ୍ନ ପୁହାଣ, ବିଶ୍ୱନାଇ ସିଂହ ପ୍ରମୁଖ ଥାନା ଆଇଆଇସି ସୁକାନ୍ତୀ କେରେଇ, ଏଏସଆଇ ତ୍ରିନାଥ ଭୋଇ, ରାମେଶ୍ୱର ସୋରେନ ପ୍ରମୁଖଙ୍କୁ ଉତ୍ତରୀୟ, ମାସ୍କ, ସାନିଟାଇଜର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଲକଡ଼ାଉନ ସମୟରେ ପୋଲିସର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ ।

IEC 2 years
Leave A Reply