Odisha news

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

0

ହାଟଡିହି ୧୭ । ୯ : ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ରକ୍ରମ ଛେନାପଦିଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଆଲୋକସେଠୀଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯଜ୍ଞପ୍ରସାଦ, ବଳଭଦ୍ର ବାରିକ, ସୁଶାନ୍ତ ଜେନା, ହରମୋହଦ ଶାସିନି, ତୃପ୍ତୀମୟୀ ଜେନା, ସୁଭାଦ୍ରୀ ବଳିୟାରସିଂ, ରାଜକିଶୋର ଜେନା, ିଜୟ ଜେନା, ଗୋପାଳ ନୋପତି, ହେମନ୍ତ ପେରେଇ, ଦୀପକ ଜେନା, କୃଷ୍ଣଚନ୍ଦ୍ର ଜେନା, ମହେଶ୍ୱର ବେହେରା, ସଂଗ୍ରାମ ବେହେରା, ଶୁଭ ବୈଠା, ସୁବାସ ଖଟୁଆ, ନିରାକାର ଓଝା, ଦିନବନ୍ଧୁ ମହାନ୍ତିଙ୍କ ସମେତ ବହୁ କର୍ମୀ ଛେନାପଦିଛକ ବଜାରକୁ ସଫାସୁତରା କରିଥିଲେ ।

Nalco
Leave A Reply