ସଂଗ୍ରହରେ ରେକର୍ଡ଼ ସାଉଦି ଆରବର ବ୍ରିଟିଶ୍ ଇଣ୍ଟରନାଶନାଲ ସ୍କୁଲ ଅଫ୍ ଜିଦାହର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ୩୨୩,୧୦୩ ପ୍ଲାଷ୍ଟିକ୍ ବୋତଲ ଠିପିରେ ୮,୯୮୪.୬ ଫୁଟ ଶୃଙ୍ଖଳ କରି ଗିନିଜ୍ ୱାଲïର୍ରେ କର୍ଡ଼ କରିଛନ୍ତି । ଏହାଦ୍ୱାରା ପିଲାମାନେ ପ୍ଲାଷ୍ଟିକ୍ ପ୍ରଦୂଷଣ ସଚେତନତା ଅଭିଯାନ କରିଛନ୍ତି । ଠିପିକୁ ଏକାଠି କରି ରିସାଇକ୍ଲିଙ୍ଗ୍ ସେଣ୍ଟରକୁ ନେବା ପିଲାଙ୍କ ଲକ୍ଷ୍ୟ । ଏଥିରୁ ମିଳିବାକୁ ଥିବା ଅର୍ଥରେ ସ୍ଥାନୀୟ ପିଲାଙ୍କୁ ହ୍ୱିଲଚେୟାର୍ ଯୋଗାଇ ଦିଆଯିବ ଓ ଅଭାବୀଙ୍କ ପାଇଁ ପାଣ୍ଠି ଯୋଗାଡ଼ କରାଯିବ ।