Odisha news

ବିଧାୟକଙ୍କ ଦ୍ୱାରା ଭାଗବତ ଗୃହ ଉଦଘାଟନ

0

ପିପିଲି  : ପିପିଲି ବ୍ଲକ ଅଧିନସ୍ଥ ବୀରପୁରୁଷୋତମପୁର ଗ୍ରାମ ପଞ୍ଚାୟତର ଖଡିକେରା ଗ୍ରାମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାା, ପୁରୀଙ୍କ ଦ୍ୱାରା ଆମ ଗାଁ ଆମ ବିକାଶ ଯୋଜନାରେ ଦୁଇ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୁଲ୍ୟରେ ଭଗବତ ବାସୁଦେବ ଗୃହକୁ ପୁର୍ବତନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି ।

ସ୍ଥାନୀ ୟ ସରପଞ୍ଚ ରଞ୍ଜୁ ବେହେରା, ସମିତିସଭ୍ୟା ମଧୁସ୍ମିତା ମଲିକ, ପିପିଲି ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ସମିତିସଭ୍ୟ ଧୃବଚରଣ ପ୍ରଧାନ,ପୁର୍ବତନ ସରପଂଚ ଦିଲ୍ଲୀପ ଦାଶ , ସାମାଜିକ କର୍ମି ଜଗନ୍ନାଥ ତି୍ରପାଠୀ, ବାମଦେବ ଦାଶ ଓ ପ୍ରମୁଖ ଉପସ୍ଥିତ ରହିଥିଲେ

Leave A Reply