Odisha news

ଫୁଲନଖରା ପୁଲିସ ପକ୍ଷରୁ ସହାୟତା

0

ଫୁଲନଖରା : – ସଦର ଥାନା ପୁଲିସ ପକ୍ଷରୁ ଗରିବ ଏବଂ ଦିବ୍ୟାଙ୍ଗମାନଙ୍କୁ ଖାଦ୍ୟାଦି ସହାୟତା ପ୍ରଦାନ କରାଯାଇଛି । ଆଇଆଇସି ସୁଧାଂଶୁ ଜେନାଙ୍କ ନେତୃତ୍ୱରେ କର୍ମଚାରୀମାନେ ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ କାଜିପାଟଣାରେ ବସବାସ କରୁଥିବା ଦିବ୍ୟାଙ୍ଗ ଓ କ୍ଷୁଧାର୍ତ୍ତମାନଙ୍କୁ ଚାଉଳ, ଚୁଡ଼ା, ବିସ୍କୁଟ, ଆଳୁ, ସୁଜି, ଡାଲି ଇତ୍ୟାଦି ବଣ୍ଟନ କରିଥିଲେ । ବବିତା ସାହୁ ଓ ଯୁଗଳକିଶୋର ବିଶ୍ୱାଳ ଏଥିରେ ସହୟାତା କରିଥିଲେ ।

Leave A Reply