Odisha news

ଘୁ.ଉଦୟଗିରିରେ ଯୋଗ ଦେଲେ ନୁଆ ଏସଡିପିଓ ଡି.ତୁରୁପତି ରାଓ ପଟ୍ଟନାୟକ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏସଡିପିଓ ଭାବରେ ଡି ତିରୁପତୁ ରାଓ ଯୋଗ ଦେଇଛନ୍ତି । ଫୁଲବାଣୀ ଜିଲ୍ଲା ପୋଲିସ ଅଫିସରେ ଏହାପୁର୍ବରୁ ସେ ଡିଏସପି ଭାବରେ କାର୍ଯ୍ୟ ରତ ଥିଲେ ।

ଘୁ.ଉଦୟଗିରି ଥାନା ଅଧିକାରୀ ଜୟକୃଷ୍ଣ ବେହେରାଙ୍କର ପଦୋନ୍ନତି ହେବାପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲାକୁ ବଦଳି ହେବାପରେ ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି ଶ୍ରୀ ପଟ୍ଟନାୟକ ।

ଯୋଗ ଦେବାପରେ ସେ ସେହି ଅଂଚଳରେ ଆଇନ ସୃଙ୍ଖଳା ପରିସ୍ଥିତି ସମେତ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

 

Leave A Reply