Odisha news

ଗବେଷଣା ଅନୁସାରେ ପ୍ୟାଣ୍ଟ୍ ପକେଟ୍ ରେ ଫୋନ୍ ରଖିବା ଦ୍ଵାରା ହୋଇଥାଏ ମାରାତ୍ମକ ସମସ୍ୟା , ସମୟ ଥାଉ ଥାଉ ରୁହନ୍ତୁ ସତର୍କ

0
ଆଜିକାଲି ଫୋନ୍ ବିନା ଜୀବନ ର ମୂଲ୍ୟ ହୀନ ବୋଲି ଲାଗୁଛି । ଏଭଳି ନୁହେଁ କି ଏହି ସମସ୍ୟା କେବଳ ଯୁବା ବୟସ ବ୍ୟକ୍ତି ଙ୍କ ସହିତ ଘଟୁଛି । ବରଂ ଆପଣ ଯେ କୌଣସି ଆୟୁ ବର୍ଗ ର ବ୍ୟକ୍ତିଙ୍କୁ ଦେଖିବେ ସେମାନେ ହୁଏତ ଭିଡିଓ , ଫଟୋ କିମ୍ବା ଅନ୍ୟ କିଛି ଦେଖୁ ଥିବାର ନଜର ଆସିବେ । କିନ୍ତୁ ଆଜି ଆମେ ସେହି ବିଷୟରେ କଥା ହେବା କଣ ଫୋନ୍ ସହିତ ମଣିଷ ର ଏତେ ଅଧିକ ନିବିଡତା ଠିକ୍ କି ? ତେଣୁ ମହିଳା ହୁଅନ୍ତୁ କିମ୍ବା ପୁରୁଷ ଫୋନ୍ କୁ ନିଜ ସହିତ ଏତେ ମାତ୍ରାରେ ନିବିଡ କରି ରଖିବା ଉଚିତ୍ ନୁହେଁ । ଯେପରିକି ପ୍ୟାଣ୍ଟ୍ ପକେଟ୍ ରେ ରଖିବା , ଯାହା ଦ୍ଵାରା ଶରୀର ଉପରେ ଅନେକ ସମସ୍ୟା ଦେଖା ଯାଇଥାଏ ।
* ଫର୍ଟି ଲିଟି ସମସ୍ୟା ପ୍ରଭାବିତ ହୋଇଥାଏ :-
ଅନେକ ଗୁଡ଼ିଏ ଗବେଷଣା ରେ ସାମ୍ନା କୁ ଆସିଛି ଯେ ଜିନସ୍ ଓ ଟ୍ରାଉଜର ପ୍ୟାକେଟ ରେ ରଖିବା ଦ୍ଵାରା ଆପଣଙ୍କ ଫର୍ଟି ଲିଟି ରେଟ୍ ଉପରେ ସିଧା ସଳଖ ପ୍ରଭାବ ପଡିଥାଏ । ତେଣୁ ଗବେଷକ ଙ୍କ ମତରେ ମୋବାଇଲ୍ ଫୋନ୍ କୁ ପ୍ୟାଣ୍ଟ୍ ପକେଟ୍ ରେ ନରଖି ସାର୍ଟ ପ୍ୟାକେଟ ରେ ରଖିବା ଉଚିତ୍ ।
* କ୍ୟାନ୍ସର ର ରହିଥାଏ ବିପଦ -:
ହେଲ୍ଥ ଏକ୍ସପର୍ଟ ମତ ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ପକେଟ୍ ରେ ଫୋନ୍ ରଖିଥାଏ ତେବେ ଭାଇରାଲ ନେଟ ୱାର୍କ କନେକ୍ଟେଡ ହୋଇଥାଏ । ଏହାଦ୍ବାରା ଶରୀର କୁ ୧୦ ଗୁଣ ଅଧିକ ରେଡିଏସନ୍ ସହିବାକୁ ପଡ଼ିଥାଏ । ଏହି ରେଡିଏସନ କୁ ମଧ୍ୟ କ୍ୟାନ୍ସର ର ଗୋଟିଏ କାରଣ ହୋଇଥାଏ । ମୋବାଇଲ୍ ରେଡିଏସନ ମଣିଷ ଙ୍କ ଡିଏନଏ କୁ ମଧ୍ୟ ପ୍ରଭାବିତ କରିଥାଏ । ଏହାଦ୍ବାରା ନପୁଂସକ ହେବାର ସମ୍ଭାବନା ଦେଖିବାକୁ ମିଳିଥାଏ ।
* ଫୋନ୍ କେଉଁଠି ରଖିବା ଜରୁରୀ:-
ସବୁଠୁ ଭଲ ହେଉଛି ଫୋନ୍ କୁ ବ୍ୟାଗ୍ କିମ୍ବା ପର୍ସ ରେ ରଖିବା ଉଚିତ୍ । ଯଦି ଆପଣ ସାର୍ଟ ରେ ଫୋନ୍ ରଖିବେ ତେବେ ଏହା ସ୍ବାସ୍ଥ୍ୟ ପକ୍ଷରେ ହିତକର । ସବୁବେଳେ ଫୋନ୍ ର ଉପରି ଭାଗ କୁ ଉପର ପାର୍ଶ୍ଵ କୁ ରଖିବା ଦ୍ଵାରା ରେଡିଏସନ ସମ୍ପର୍କ ରେ ଆସିଥାଏ ।
* ମୋବାଇଲ୍ ରେଡିଏସନ୍ ଉପରେ ନିର୍ଭର କରିଥାଏ ଯେ ସିଗନାଲ ର ଷ୍ଟ୍ରେନ୍ଥ କେତେ ଅଟେ । ଅନେକ ଗୁଡ଼ିଏ ମୋବାଇଲ୍ ରେ ଏଣ୍ଟିନା ଜରିଆରେ ରେଡି ଏସନ୍ ଆସିଥାଏ । ଏପରି ସ୍ଥିତି ରେ ଶରୀର ନିକଟରେ ଫୋନ୍ ରଖିବା କ୍ଷତିକାରକ ହୋଇଥାଏ ।

Leave A Reply