Odisha news

ମାଟିଆରେ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଓ କରଣ ସମାଜ ପକ୍ଷରୁ ଶୁଖିଲା ଖାଦ୍ୟ ବଟଂନ

0

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବା‚ାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଓ ଜିଲ୍ଲା କରଣ ସମାଜ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ମାଟିଆ ଗ୍ରାମର ଗରିବ ଲୋକମାନଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନା କରାଯିବା ସହିତ ଶୁଖିଲା ଖାଦ୍ୟ ଚୂଡା, ବିସ୍କୁଟ, ସାବୁନ, ମାକ୍ସ ଓ ଫିନାଇଲ ବଟଂନ କରାଯାଇଥିଲା ।

ଏଥିରେ ଜିଲ୍ଲା କରଣ ସମାଜର ଦେବେନ୍ଦ୍ର କୁମାର ଦାସ, ପଟ୍ଟାମୁଣ୍ଡାଇ କରଣ ସମାଜ ସଭାପତି ସଚିନନ୍ଦନ ଦାସ, କୈଳାସ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, ଜ୍ୟୋସôା ମହାନ୍ତି, ସଲିଳେନ୍ଦୁ ମହାନ୍ତି, ଚିତରଞନ ଦାସ, ଟ୍ରଷ୍ଟ ସଂଯୋଜକ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଜନସଚେତନତା କାର୍ଯ୍ୟକ୍ରମ କରିବା ସହିତ ଶୁଖିଲା ଖାଦ୍ୟ ବଟଂନ କରିଥିଲେ ।

Leave A Reply

Your email address will not be published.