Odisha news

ବେଳାଭୂମିରେ ମଗର ମାଛ

0

ପାରାଦୀପ୍ :  ବେଳାଭୂମିରେ ପଡିଚି ଏକ ବିରାଟ କାୟ ମୃତ ମଗର ମାଛ  | ପାରାଦୀପ୍ ନିକଟ ଢିଙ୍କିଆ ପଞ୍ଚାୟତ ମାହାଳ ବେଳାଭୂମି ନିକଟରେ ଏହା ପଡିଥିବା ବେଳେ ଏହାର ଓଜନ ପ୍ରାୟ 75 କେଜି ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି | କୌଣଷି ଜାହାଜ ରେ ଦୂର ସମୁଦ୍ର ଭିତରେ ଏହା ଆଘାତ ପାଇ ମୃତ୍ୟୁବରଣ କରିଥିବା କିମ୍ବା ଅନ୍ୟ କୌଣସି କାରଣ ରୁ ଏହା ମୃତ୍ୟୁ ବରଣ କରିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସ୍ତାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେଇଥିଲେ ମଧ୍ଯ ବିଭାଗୀୟ କୌଣଷି ଅଧିକାରୀ ଆସି ନଥିବା ଅଭିଯୋଗ ହୋଇଛି  | ଏହି ବିରଳ ପ୍ରଜାତିର ମାଛ ଟିର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ଏହାକୁ ବିଭାଗ ଗୁରୁତର ଭାବେ ଗ୍ରହଣ କରିବା ପାଇଁ ଗହୀର ମଥା ସାମୁଦ୍ରିକ କଇଁଚ ସୁରକ୍ଷା ସମିତି ର ସଭାପତି ସତ୍ୟପ୍ରକାଶ ମହାନ୍ତି ଦାବୀ କରିଛନ୍ତି |

Leave A Reply