Odisha news

ପାରାଦୀପ୍ ରେ ରାଜ୍ୟସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା

0
ପାରାଦୀପ୍ – ପାରାଦୀପ୍ ଜୟଦେବ ସଦନ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା  | ଜଗତ୍ସିଂହପୁର ଜିଲ୍ଲା ସଂଘ ତରଫରୁ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ବଡ଼ି ବିଲଡର ମାନେ ଆସି ଭାଗ ନେଇଥିବା ଜଣାପଡିଛି  | ମହିଳା ଓ ପୁରୁଷ ସମୁଦାୟ 125 ଜଣ ପ୍ରତିଯୋଗି ଏହି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଅତି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଜଗତସିଂହପୁର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ରାଉତ , ସହ ସମ୍ପାଦକ ସ୍ମୃତି ରଞ୍ଜନ ରାଉତ , ନରେନ୍ଦ୍ର କୁମାର ସ୍ଵାଇଁ  ଅରବିନ୍ଦ୍ ସ୍ୱାଇଁ ପବିତ୍ର ଦାସ , ସୁମନ୍ତ କୁମାର ସ୍ୱାଇଁ ପ୍ରମୂଖ ପ୍ରକାଶ କରିଛନ୍ତି  |
Leave A Reply