Odisha news

ପଙ୍ଗପାଳଙ୍କ ଉପରେ ଏୟାର୍‌ କେମିକାଲ୍‌ ଷ୍ଟ୍ରାଇକ୍‌

0

ରାଜସ୍ଥାନ : ରାଜସ୍ଥାନର କିଛି ଇଲାକାରେ କ୍ରମାଗତ ପାକିସ୍ତାନୀ ପଙ୍ଗପାଳଙ୍କ ଆତଙ୍କ ଦେଖିବାକୁ ମିଳୁଛି । ଅନ୍ନଦାତାଙ୍କ ଶତ୍ରୁ ପାଲଟିଥିବା ପଙ୍ଗପାଳଙ୍କ ଉପରେ ପ୍ରଶାସନ ଉ ଚ ି ତ ୍‌ ପ ଦ େ କ୍ଷ ପ ନେବାକୁ ଯାଇେ ସ ମ । ନ ଙ୍କ ଉପରେ ହେଲିକେପଫରରୁ ଏୟାର୍‌ କେମିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି । ଭାରତୀୟ ସେନାର ହେଲିକେପଫର ଏ ମ ୍‌ ଅ । ଇ – ୭ ୦ ଯୋଧପୁରର ଭିକମ୍‌କୋର୍‌ ଇଲାକାରେ ପଙ୍ଗପାଳଙ୍କ ଉପରେ ରସାୟନ ଛିଚଂନ କରିଛି । ଏହା କେବଳ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇ ନାହାନ୍ତି ବରଂ ସରକାରଙ୍କର ମଧ୍ୟ । ଫସଲ ନଷ୍ଟ କରୁଥିବାରୁ ପଙ୍ଗପାଳ ନିୟନ୍ତ୍ରଣ ବିଭାଗ ଓ କୃଷି ବିଭାଗ ନିର୍ଦ୍ଦେଶ କ୍ରମେ ସେନା ହେଲିକେପଫର ସାହାଯ୍ୟରେ କେମିକାଲ ସ୍ପ୍ରେ କରାଯାଇଛି । ଏବେ ପଶ୍ଚିମ ରାଜସ୍ଥାନ ସୀମାରେ ଏମାନଙ୍କ ଉପରେ ହେଲିକେପଫର ସାହାଯ୍ୟରେ ନଜର ରଖାଯିବ ।

Leave A Reply