Odisha news

ଓଡିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହି ହେବ ନାହିଁ – କୃଷି ମନ୍ତ୍ରୀ

0

ଭୁବନେଶ୍ୱର, ୦୪ ଜୁନ – ଓଡିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହି ହେବ ନାହିଁ ବୋଲି କହିଛନ୍ତି ରାଜା କୃଷି ମନ୍ତ୍ରୀ ଡ ଅରୁଣ ସାହୁ । ସେ କହିଛନ୍ତି ଯେ ବର୍ତମାନ ପଙ୍ଗପାଳ ମାନେ ମଧ୍ୟ ପ୍ରଦେଶ ଓ ଛତିଶଗଡ ସୀମାନ୍ତରେ ଅଛନ୍ତି । ତେବେ ପଙ୍ଗପାଳ ମୁକାବିଲା ପାଇଁ କେମିକାଲ ସ୍ପ୍ରେ ବ୍ୟବସ୍ଥା କରିଛୁ । ଅଗ୍ମିଶମ ବିଭାଗ ପକ୍ଷରୁ ବଡ ସ୍ପ୍ରେୟରର ବ୍ୟବସ୍ଥା କରା ଯାଇଛି । ସେ କହିଛନ୍ତି ପଙ୍ଗପାଳ ଉପଦ୍ରବ ଆଶଙ୍କା ଦେଖି ରାଜ୍ୟକୁ ତିନୋଟି ଜୋନରେ ବିଭାଜିତ କରା ଯାଇଛି ।

Leave A Reply