ହିନ୍ଦୁ ଧର୍ମରେ ପ୍ରତେକ ପୂଜାର ଗୋଟିଏ ଅଲଗା ନିୟମ ଓ ସଂସ୍କାର ରହିଥାଏ । ଆମେ ପ୍ରତେକ ଦେବଦେବୀଙ୍କୁ ପୂଜା କରିବା ସମୟରେ କିଛି ବିଶେଷ। ଜିନିଷ ଅର୍ପଣ କରିଥାଉ । ଯେପରିକି ମହାଦେବଙ୍କୁ ବେଲପତ୍ର ,ବିଷ୍ଣୁଙ୍କୁ ତୁଳସୀ ,ଗଣେଶଙ୍କୁ ଓ ହନୁମାନଙ୍କୁ ନାଲି ରଙ୍ଗର ପୁଷ୍ପ ଇତ୍ୟାଦି ।କିନ୍ତୁ ସମସ୍ତ ଦେବଦେବୀଙ୍କୁ ଆମେ ବିଶେଷ ପୂଜା କରିବା ସମୟରେ ପାନ ଅର୍ପଣ କରିଥାଉ । ଏହି ପାନକୁ ଅର୍ପଣ କରିବ ଦ୍ବାରା କୁହାଯାଏ ଯେ ଆମ ଜୀବନରୁ ସମସ୍ତ ସଙ୍କଟ ଦୂର ହୋଇ ଯାଇଥାଏ । ଆସନ୍ତୁ ଆଜି ଜାଣିବା କେଉଁ ଦେବଦେବୀଙ୍କୁ ପାନ ଚଢ଼ାଇବା ଦ୍ବାରା କଣ ଲାଭ ମିଳିଥାଏ ।

Comments are closed.