ନୂଆଦିଲ୍ଲୀ : ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ପୁଣି ଆଉଥରେ ଚର୍ଚାରେ l ବର୍ତ୍ତମାନ ତାଙ୍କର ନୂଆ ଗାର୍ଲଫ୍ରେଣ୍ଡକୁ ନେଇ ଚର୍ଚାକୁ ଆସିଛନ୍ତି l କୁହ ଯାଉଛି ଯେ ତାଙ୍କର ଗାର୍ଲଫ୍ରେଣ୍ଡ ଜଣେ ପାକିସ୍ତାନୀ କଳାକାର ଅଟନ୍ତି ,ଯାହାକୁ ଲୋକମାନେ ଗ୍ୟାଙ୍ଗଷ୍ଟାର ଗୁଡିୟା ନାମରେ ଜାଣନ୍ତି l ଏହି କଳାକାରର ନାମ ହେଉଛି ମହବୀଶ ହୟାତ l ଗଣମାଧ୍ୟମ ରିପୋର୍ଟ ଅନୁସାରେ ମହବୀଶ ପ୍ରଥମ ପାକିସ୍ତାନୀ ହିରୋଇନ ନୁହଁନ୍ତି ଯାହାଙ୍କ ନାମ ଦାଉଦର ନାମ ସହିତ ଯୋଡ଼ା ଯଇଛି l
କୁହା ଯାଇଛି ଯେ ମହବୀଶ ଦାଉଦଙ୍କ ଠାରୁ ୨୭ ବର୍ଷ ସାନ ଅଟନ୍ତି l ପାକିସ୍ତାନ ଚଳଚିତ୍ର ଜଗତରେ ଦାଉଦ ଇବ୍ରାହିମ ଖୁବ ପଇସା ଲାଗିଥାଏ ,ତେଣୁ ସେଠାରେ ତାର ଅଧିକ ପ୍ରଭାବ ରହିଛି l କରାଚୀ ଓ ଲାହୋରରେ ଅନେକ ଚଳଚିତ୍ର ନିର୍ଦେଶକ ଓ ପ୍ରଯୋଜକ ସହିତ ସମ୍ବଦ୍ଧ ରହିଛି l ଦାଉଦ ନାମ ସହିତ ମହବୀଶର ନାମ ଯୋଡ଼ାଯିବ ପରେ ସୋସିଆଲ ମିଡିଆରେ ଖୁବ ତରଳ କରାଯାଇଛି l ହୟାତ କହିଛନ୍ତି ଯେ ଏହା ତାଙ୍କ ବିରୁଧରେ ଗୋଟିଏ ଷଡଯନ୍ତ୍ର ଅଟେ ,ତାଙ୍କର କହ ସହିତ କିଛି ସମ୍ପର୍କ ନାହିଁ l ନିକଟରେ ହୟାତଙ୍କୁ ପାକିସ୍ତାନର ଉଚ ନାଗରିକ ସଂମ୍ମାନ ତମଗା-ଏ-ଇମ୍ତିୟାଜ ରେ ସମ୍ମାନିତ କରାଯାଇଛି l
