ଅଧିକ ରାତି ପର୍ଯ୍ୟନ୍ତ ନେଟଫ୍ଲିକ୍ସ୍ ଓ ଆମାଜନ୍ ଭଳି ଓଟିଟି (ଓଭର୍ ଦ ଟପ୍) ପ୍ଲାଟଫର୍ମରେ ୱେବ ସିରିଜ୍ ଓ ଫିଲ୍ମ ଦେଖିବା ସଉକ ଥିଲେ, ଆପଣଙ୍କୁ ସାବଧାନ ହେବା ଉଚିତ । କାରଣ ଏହାଦ୍ୱାରା ସ୍ୱାସ୍ଥ୍ୟ ବିଗିଡ଼ିଯାଇପାରେ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଅନ୍ଲାଇନ୍ ଭିଡିଓ ସର୍ଭିସ୍ ଯୋଗୁ ଭାରତୀୟ ନିଦ୍ରାହୀନତାର ଶିକାର ହେଉଛନ୍ତି । ତେଣୁ ଏପରି
ଅଭ୍ୟାସ ବଦଳାନ୍ତୁ । ଏହାର ପ୍ରଭାବ ବିଶେଷକରି ଯୁବପିଢ଼ିଙ୍କ ଉପରେ ପଡ଼ୁଛି । ୱେବ ସିରିଜ୍ ଯୋଗୁ ଅନ୍ଲାଇନ୍ ଫୁଡ୍ ଅର୍ଡରର ପ୍ରଚଳନ ମଧ୍ୟ ବଢ଼ିଛି । ଅଧିକ ଜଙ୍କ୍ ଫୁଡ୍ ଅର୍ଡର ହେଉଛି । ଲୋକଙ୍କ ମଧ୍ୟରେ ନିଷ୍କ୍ରିୟ ହୋଇ ବସିରହିବା ଅଭ୍ୟାସ ବଢ଼ୁଛି ।
Next Post