ନାଭି ଶରୀରର କେନ୍ଦ୍ର ବିନ୍ଦୁ ହୋଇଥାଏ l ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ମାତ୍ର ୨ବୁନ୍ଦା ତେଲ ନାଭି ରେ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଆଶ୍ଚର୍ଯ୍ୟ ଜନକ ଲାଭ ମିଳିଥାଏ l ଏହା ତ୍ୱଚା, ପ୍ରଜନନ, ଆଖି ଓ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ l
ଆସନ୍ତୁ ଜାଣିବା ନାଭି ରେ ତେଲ ଲଗାଇବା ଦ୍ୱାରା କଣ ମିଳିଥାଏ ଲାଭ -:
– ନାଭି ରେ ପ୍ରତିଦିନ ତେଲ ଲଗାଇବା ଦ୍ୱାରା ଓଠ ଆକର୍ଷଣୀୟ ହେବା ଦ୍ୱାରା ଓଠ ମଧ୍ୟ ଫାଟି ନଥାଏ l ଏହାଛଡା ଓଠ ମଧ୍ୟ ନରମ ହୋଇଥାଏ l
– ନାଭି ରେ ତେଲ ଲଗାଇବା ଦ୍ୱାରା ଆଖି ପୋଡି ନଥାଏ, ଆଖି କୁଣ୍ଡାଇ ହୋଇ ନଥାଏ, ଆଖି ସୁସ୍ଥ ରହିଥାଏ l
– ନାଭି ରେ ତେଲ ଲଗାଇବା ଦ୍ୱାରା ଶରୀରର କୌଣସି ସ୍ଥାନ ରେ ଫୁଲି ନଥାଏ l
– ସୋରିଷ ତେଲ ରେ ନାଭି ରେ ଲଗାଇବା ଦ୍ୱାରା ଆଣ୍ଠୁ ଯନ୍ତ୍ରଣା ଦୂର ହୋଇଥାଏ l
– ନାଭିରେ ସୋରିଷ ତେଲ ଲଗାଇବା ଦ୍ୱାରା ଆମ ତ୍ୱଚା ର ରଙ୍ଗ ସୁନ୍ଦର ହୋଇଥାଏ l ତେଣୁ ପ୍ରତିଦିନ ନାଭିରେ ସୋରିଷ ତେଲ ଲଗାଇବା l
– ନାଭିରେ ତେଲ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ ଓ ପାଚନ ତନ୍ତ୍ର ମଧ୍ୟ ମଜବୁତ ହୋଇଥାଏ l
– ନାଭି ରେ ବାଦାମ ତେଲ ଲଗାଇବା ଦ୍ୱାରା ତ୍ୱଚା ର କୁଞ୍ଚନ ଦୂର ହୋଇଥାଏ l
– ନାଭିରେ ତେଲ ଲଗାଇବା ଦ୍ୱାରା ଅପଚ, ଫୁଡ ପଏଜନିଙ୍ଗ, ଝାଡା ବାନ୍ତି ସମସ୍ୟା ରୁ ଆରାମ ମିଳିଥାଏ l
– ଯଦି ଆପଣ ନିୟମିତ ନାଭିରେ ଲେମନ ଅଏଲ ଲଗାଇବା ଦ୍ୱାରା ଚର୍ମ ରେ କୌଣସି ପ୍ରକାର ସଂକ୍ରମଣ ହୋଇ ନଥାଏ l
– ନାଭି ର ସମ୍ପର୍କ ପ୍ରଜନନ ସହିତ ରହିଥାଏ l ସେଥିପାଇଁ ନାଭିରେ ତେଲ ଲଗାଇବା ଦ୍ୱାରା ପ୍ରଜନନ କ୍ଷମତା ବିକଶିତ ହୋଇଥାଏ l
– ଅଲିଭ ଓ ନଡ଼ିଆ ତେଲ ଲଗାଇବା ଦ୍ୱାରା ମହିଳା ମାନଙ୍କର ସନ୍ତୁଳିତ ରହିଥାଏ ଓ ଗର୍ଭ ଧାରଣ ପାଇଁ ସମସ୍ୟା ହୋଇ ନଥାଏ l
– ନାଭି ରେ ତେଲ ଲଗାଇବା ଦ୍ୱାରା ପୁରୁଷ ମାନଙ୍କର ଶରୀର ରେ ସୄକ୍ରାଣୁ ମାନଙ୍କର ବୃଦ୍ଧି ହୋଇଥାଏ l