Odisha news

ନୁସରତ୍‌ଙ୍କୁ ହରର୍‌ ଫିଲ୍ମ ଅଫର୍‌

0

ଅଭିନେତ୍ରୀ ନୁସରତ୍‌ ଭରୁଚା ରୋମ୍‌-କମ୍‌ ଜନର୍‌ ଦ୍ୱାରା ଲୋକଙ୍କ ମନୋରଞ୍ଜନକରିଆସୁଛନ୍ତି । ନୁସରତ୍‌ ଏବେ ହରର୍‌ ଫିଲ୍ମରେ ନଜର ଆସିବା କଥଶ ସୋସାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କହିଛନ୍ତି । ତାଙ୍କର ନୂଆ ଚରିତ୍ର ଦେଖିବା ପାଇଁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହୀ । ନୁସରତ୍‌ ଶେଷ ଥର ଆୟୁଷ୍ମାନ ଖୁରାନାଙ୍କ ସହିତ ‘ଡ୍ରିମ୍‌ ଗର୍ଲ’ରେ ନଜରକୁ ଆସିଥିଲେ । ଏବେ ‘ଛୋରି’ ଫିଲ୍ମରେ ମୁଖ୍ୟ ଭୂମିକା ନିଭାଇବେ । ଏହା ଆୱାର୍ଡ ବିଜେତା ମରାଠି ଫିଲ୍ମ ‘ ଲ । ପ । ଛ ପି ’ ର ରିମେକ୍‌ । ନୁସରତ୍‌ ଇ ନ ୍‌ ଷ୍ଟ । ଗ ୍ର । ମ ୍‌ ଅ । କ । ଉ ଣ୍ଟ େ ର ଲେଖିଛନ୍ତି, ଅପ୍‌କମିଙ୍ଗ୍‌ ଫିଲ୍ମ ‘ଛୋରି’ର ଘୋଷଣା କରି ମୁଁ ଖୁସି । ଫିଲ୍ମ ଭୟାନକ ହେବା ସହ ଭାବପ୍ରବଣ ମଧ୍ୟ । ଭିଶାଲ କପୁର ସ୍କ୍ରିପଫ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ବିଶାଲ ଫୁରିୟା । ଏଥିସହ ସେ ରାଜକୁମାର ରାଓଙ୍କ ସହ ‘ଛଲାଙ୍ଗ’ ଓ ସନି କୌଶଲଙ୍କ ସହ ‘ହୁଡ଼ଦଙ୍ଗ’ରେ ନଜର ଆସିବେ ।

Leave A Reply

Your email address will not be published.