Odisha news

ସଡ଼କ ଦୁର୍ଘଟଣା ରେ ସ୍ୱାମୀ ମୃତ

0
ନୂଆପଡା ୧୮/୭ ( ସବ୍ୟୁ) କୋମନାବ୍ଲକ ଜଡ଼ାମୁଣ୍ଡା ଗ୍ରାମ ନିକଟସ୍ଥ ୩୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ଠିଆ ହୋଇଥିବା ଏକ ଟ୍ରକ କୁ ପଛ ପଟୁ ଆସୁଥିବା ବାଇକ ଧକ୍କା ଦେଇଥିଲା।
ବାଇକରେ ଥିବା ସ୍ବାମୀ ସ୍ତ୍ରୀ ଆସୁଥିବା ବେଳେ ଟ୍ରକ ସହ ଧକ୍କା ହୋଇ ସ୍ବାମୀ ଚୁଡାମଣି ମାଝୀ (୨୮) ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ସ୍ତ୍ରୀ ପ୍ରେମିଶିଳା ମାଝି(୨୪)ଗୁରୁତ୍ବର ଆହତ ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର ହୋଇଅଛି। ମୃତ ବକ୍ତି ଜଣକ ଭେଳା ଗ୍ରାମର ଚୁଡାମଣି ମାଝୀ ବୋଲି ଚିନ୍ହଟ ହୋଇଅଛି।
Leave A Reply