Odisha news

୧୪ କେଜି ଗଞ୍ଜେଇ ସହ ଦୁଇ ଆରୋପୀ ଗିରଫ

0
ନୂଆପଡା- ୨୧/୧ : ନୂଆପଡା ଜିଲ୍ଲା ଖରିଆରରୋଡ ରେଳ ଫାଟକ ପାଖରେ ପେଟ୍ରୋଲିଂ କରୁ ଥିବା ବେଳେ ଅବକାରୀ ବିଭାଗ ଦ୍ବାରା ୨ ଗଞେଇ ବ୍ୟବସାୟୀ ଧରା ପଡିଲେ । ତାଙ୍କଠାରୁ ୧୪ କିଲୋଗ୍ରାମ ଗଞେଇ ଜବତ । ଗିରଫ ୨ ଜଣ କଳାହାଣ୍ତି ଓଛତିଶଗଡ଼ ରାଜ୍ୟ ଦୁର୍ଗ ଅଞ୍ଚଳର ବୋଲି  ଜଣା ପଡିଛି । ପଡ଼ୋଶୀ ଛତିଶଗଡ଼ ସୀମା ଲାଗି ରହିଥିବା ରୁ ଗଞ୍ଜେଇ ଭର ରାଜ୍ୟକୁ ଚଲାନ ଫିରାକ ରେ ଥିବା ବ୍ୟବସାୟୀଙ୍କୁ ଠାବ କରିଥିଲେ। ଦୁଇ ଜଣକୁ ନୂଆପଡା କୋର୍ଟ କୁ ଚଳାନ କରାଯାଇଅଛି।କଳାହାଣ୍ଡି ଜିଲ୍ଲା ର ସୁଧୀର ମେହେର ଓ ଛତିଶଗଡ଼ ରାଜ୍ୟ ଦୁର୍ଗ ର ବାଙ୍କୀ ଲାଲ ଶଙ୍କର
Nalco
Leave A Reply