Odisha news

ସଂକଳ୍ପ ୯୬% ମାର୍କ ଏ ୱାନ ଗ୍ରେଡ ରଖି ମାଁ ବାପାଙ୍କ ନାମ ଉଜ୍ଜ୍ବଳ କଲେ।           

0

ନୂଆପଡ଼ା -୧୪/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନ.ଏ.ସି. ୱାର୍ଡ଼ ନମ୍ୱର୍ ୩ ନିବାସି ମାତା ମୋନିକା ଚନ୍ଦ୍ରକାର ଓ ପିତା ଗୋପାଳ ଚନ୍ଦ୍ରକାର ଙ୍କ ପୁତ୍ର ସଂକଳ୍ପ ଚନ୍ଦ୍ରକାର ସିବିଏସସି ମାଟ୍ରିକ ପରୀକ୍ଷା ଫଳ ରେ ୯୬% ପ୍ରତିଶତ ମାର୍କ ଆଣି ନିଜ ଅଞ୍ଚଳ ଓ ପରିବାର ରେ ସମସ୍ତଙ୍କୁ ଗୌରବାନ୍ଵିତ୍ କରିଥିବାରୁ ସେ ଏହାର ଶ୍ରେୟ ନିଜ ମାତା ପିତାଙ୍କ ପ୍ରେରଣା, ଓଡ଼ିଏମ୍ ପବ୍ଲିକ ସ୍କୁଲ୍ ଭୁବନେଶ୍ୱର ଶିକ୍ଷକମାନଙ୍କ ମାର୍ଗ ଦର୍ଶନ ଓ ନିଜର ପାଠ ପ୍ରତି ସମର୍ପଣ ଭାବ କୁ ଅଗ୍ରାଧିକାର ଦେଇଥିବା ପ୍ରକାଶ କରିଛନ୍ତି।

IEC 2 years
Leave A Reply