Odisha news

ନୂଆପଡା ଜିଲ୍ଲା ମହକୁମା ଠାରେ ଉଦଘାଟିତ ହେଲା ସେଲଫି ପଏଣ୍ଟ

ନୂଆପଡା-୧୭/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଉଦଘାଟିତ ହେଲା ସେଲଫି ପଏଣ୍ଟ। ମୁଖ୍ୟଅତିଥି ରୂପେ କଲହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ନୂଆପଡା ସ୍ବାଧାଦେଵ ସିଂ, ଜିଲ୍ଲାପରିଷଦ ସଭ୍ୟ ଅବନୀ ଯୋଶୀ, ପ୍ରସନ୍ନ ପାଢ଼ୀ, ଭୈରବ ସାହୁ, ସମେତ ବହୁ ଅତିଥି ଯୋଗ ଦେଇଥିଲେ। ନୂଆପଡା ମାଟି କୁ ଭଲ ପାଉଥିବା ନାଗରିକଙ୍କ ଏକ ଆଭିବ୍ୟକ୍ତ ର ପରିପ୍ରକାଶ ଓ ଯୁବପିଢ଼ି ଙ୍କୁ ଉତ୍ସାହିତ କରିବ ସେଲ୍ଫି ଜୋନ ।

Comments are closed.