Odisha news

ହାତ ଗୋଡ଼ ନ ଥିବା ଶିଶୁକନ୍ୟା

0

ଭୋପଳ : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଶିଶୁକନ୍ୟା ଚର୍ଚ୍ଚାର କେନ୍ଦ୍ର ହୋଇଛି । ଜନ୍ମରୁ ଏହାର ହାତ କି ଗୋଡ଼ ନାହିଁ । ହାତ ଗୋଡ଼ ନ ଥାଇ ଜନ୍ମ ହୋଇଥିଲେ ହେଁ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଟ୍ରେଟ୍‌ ଅମେଲିଆ ରୋଗ କାରଣରୁ ଏପରି ହୋଇଥିବା ଡାକ୍ତର କହିଛନ୍ତି । ପୁଣି ଏହାକୁ ଜେନେଟିକ୍‌ ବୋଲି ମଧ୍ୟ କୁହାଯାଉଛି । ପୂର୍ବରୁ ଏଭଳି ଏକ ମାମଲା ଅଷ୍ଟ୍ରେଲିଆରେ ୧୯୮୨ ଡିସେମ୍ବର ୪ରେ ସାମ୍ନାକୁ ଆସିଥିଲା । ନିକ୍‌ ନାମକ ଏକ ପିଲା ବିନା ହାତ ଗୋଡ଼ରେ ଜନ୍ମ ହୋଇଥିଲା । ପରିବାର ଲୋକ ନିକ୍‌କୁ ସମର୍ଥନ କରିବାରୁ ସେ ଆଜି ମୋଟିଭେସନ୍‌ାଲ୍‌ ସ୍ପିକର ଭାବେ ପରିଚିତ। ହାତ ଗୋଡ଼ ନ ଥାଇ ମଧ୍ୟ ନିକ୍‌ ୪୪ ଦେଶ ବୁଲିସାରିଲେଣି ।

Leave A Reply