ନୀତା ମୁକେଶ ଅମ୍ବାନିଙ୍କ ଦ୍ୱାରା “ହର ସର୍କଲ୍’ ଉନ୍ମୋଚିତ , ଯାହା ଡିଜିଟାଲ୍ ବିପ୍ଳବର ଶକ୍ତି ଜରିଆରେ ମହିଳାଙ୍କ ଶକ୍ତିକୁ ଆହୁରି ସୁଦୃଢ଼ କରିବ
ହର୍ ସର୍କଲ୍ ଡେକ୍ସଟପ୍ ଓ ମୋବାଇଲ୍ରେ ଖୋଲି ହେଉଥିବା ଏକ ୱେବସାଇଟ୍ । ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ମାଇଁ ଜିଓ ଆପ୍ ଷ୍ଟୋର୍ରେ ମାଗଣାରେ ଉପଲବ୍ଧ ହୋଇଛି । ହରସର୍କଲ୍ର ବ୍ୟବହାରକାରୀମାନେ ମାଗଣାରେ ପଞ୍ଜୀକରଣ କରିପାରିବେ । ଏବେ ଏହି ୱେବସାଇଟ୍ ଇଂରାଜି ଭାଷାରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ଭାରତୀୟ ଭାଷାରେ ଏହାକୁ ଶୀଘ୍ର ଉନ୍ମୋଚନ କରାଯିବ ।