Odisha news

5 T ସ୍କୁଲ୍ ର ତାଲା ଭାଙ୍ଗି ଦୂର୍ବୁର୍ତ୍ତ ଲୁଟି ନେଲେ କଂପୁଟର

0

ନିରାକାର ପୁର, ୨୨/୧୦:  ଦୁର୍ବୁର୍ତ୍ତ ମାନେ ହାର୍ଡ ଡିସ୍କ ସହ..ସିପିୟୁ..ମନିଟର.କି ବୋର୍ଡ ସହ ମାଉସ୍ ମଧ୍ୟ୍ୟ ଚୋରୀ କରି ନେଇଛନ୍ତି।ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ବଡ ପୋଖରିଆ ସରକାରୀ ନିଗମା ନନ୍ଦ ବିଦ୍ୟାଳୟରୁ ହୋଇଛି ଚୋରୀ।ଗତ କାଲି ରାତିରେ ହୋଇଛି ତାଲା ଭାଙ୍ଗି ଚୋରୀ..କଂପୁଟର ..ସିପିୟୁ..ମନିଟର ଚୋରୀ ହୋଇଛି।ଗତ କାଲି ବିଦ୍ୟାଳୟ ଛୁଟି ହେବା ପରେ ବିଦ୍ୟାଳୟରେ ତାଲା ପକାଇ ସମସ୍ତେ ଚାଲି ଯାଇଥିଲେ ଘରକୁ।ଆଜି ଶନିବାର ଥିଵାରୁ ସ୍କୁଲ ସକାଳୁଆ କ୍ଲାସ ହୋଇଥିଲା। ତେଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସକାଳୁ ଆସି ବିଦ୍ୟାଳୟର ତାଲା ଖୋଲିଥିଲେ.।ଅଫିସ ଖୋଲିବା ବେଳକୁ ତାଲା ଭଙ୍ଗା ଯାଇଥିବାକୁ ଦେଖିବସକୁ ପାଇଥିଲେ ପ୍ରଧାନ ଶିକ୍ଷକ..ଦେଖିଲସ ବେଳକୁ ୫ ଟି କଂପୁଟର ଲୁଟ୍ ହୋଇଥିବା ଜଣା ପଡିଥିଲା.।ବିଦ୍ୟାଳୟରେ ରାତ୍ରୀ ଜଗୁଆଳି ବ୍ୟବସ୍ଥା ନଥିବାରୁ ଏଭଳି ଲୁଟ୍ ହୋଇଛି।ଏଭଳି ଛୋଟବଡ ଘଟଣା  ବଡପୋଖରିଆ ଅଂଚଳରେ ବାରମ୍ବାର ଘଟୁଥିବାରୁ ପୋଲିସ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।ପୋଲିସ ଓ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

IEC 2 years
Leave A Reply