Odisha news

ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ

0

ନିରାକାରପୁର, ୮/୯:  ଆଜି ମଧ୍ୟାହ୍ନ ରେ  ଖୋର୍ଦ୍ଧା   ନିରାକାରପୁର  ଥାନା ନୂଆଗଡ ପଞ୍ଚାୟତ   ହରିପୁର ଗ୍ରାମରେ ବିଜୁଳି ଘଡଘଡିରେ ଜଣେ ମହିଳାଙ୍କ ମୃତ୍ୟୁ।ମୃତକ ଜଣଙ୍କ ହରିପୁର ଗ୍ରାମର ସରଜୁ ମାଝି ବୟସ ୬୫ବର୍ଷ। ସୂଚନାଯୋଗ୍ୟ କି ସରଜୁ ମାଝୀ ନିଜ ପରିବାର ଲୋକଙ୍କ ସହିତ ଦିନ ବେଳ। ବାରଣ୍ଡାରେ ବସି ଭାତ ଖାଉଥିବ।ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି।

Nalco
Leave A Reply