ନିରାକାର ପୁର, ୧୯/୭: ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମ ପଞ୍ଚାୟତ ରାୟପୁର ନିକଟରେ ମଲାଗୁଣୀ ନଦୀ ଦକ୍ଷିଣ ପାର୍ଶ୍ୱ ବନ୍ଧ ଭାଗିଂ ଚାଷଜମି ଜଳମଗ୍ନ ହୋଇଥିଲା।ମଲାଗୁଣୀ ଘାଇ ଭାଙ୍ଗି ବିଭିନ୍ନ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟହୋଇଥିଲା।ରାଜ୍ୟ ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ଆଜି ଓରବରସିଂହ ଗ୍ରାମପଞ୍ଚାୟତ ମଶାଣିଆ ଗ୍ରାମ ନିକଟ ମଲାଗୁଣୀ ନଦୀ ବନ୍ଧୁ ବୁଲି ଦେଖିଥିଲେ।ବିଗତ ଦିନ ମାନଙ୍କରେ ଆଉ ଯେଉଁଭଳି ଭାବରେ ଅସୁବିଧା ହେବ ନାହିଁ ବୋଲି ଉପରିସ୍ଥ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରିଥିଲେ ଏବଂ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲର କ୍ଷତିପୂରଣ ଦେବାପାଇଁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ମହାପାତ୍ର
