Odisha news

ଜଂକିଆ ପୋଲିସର ଚଢ଼ଉ: ୩ ପଥର ବୋଝେଇ ମିନିଟ୍ରକ ଜବତ

0
ନିରାକାରପୁର,୧୭/୯; ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଆଜି ଜଂକିଆ ଥାନା ଗୟାବନ୍ଧ  ଅଂଚଳରେ ଅତର୍କିତ ଚଢ଼ଉ କରି ୩ ଟି ପଥର ବୋଝେଇ ମିନିଟ୍ରକ ଜବତ କରିଥିବା ଜଣାପଡିଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

Leave A Reply