Odisha news

ଦିବ୍ୟାଙ୍ଗ ମାନଙ୍କର କୁତ୍ରୀମ ଅଙ୍ଗ ପ୍ରତ୍ୟଙ୍ଗ ମାଗଣାରେ ବଣ୍ଟନ

0

ନିରାକାରପୁର,୨/୮:  ବିଜୁ ମହାବୀର ଫୁଟ ଅନ ହୁଇଲ ତରଫରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ର ଭୂଷଣ୍ଡପୁର ଗ୍ରାମ ପଞ୍ଚାୟତ ଠାରେ ଦିବ୍ୟାଙ୍ଗ ମାନଙ୍କର କୁତ୍ରୀମ ଅଙ୍ଗ ପ୍ରତ୍ୟଙ୍ଗ ମାଗଣାରେ ବଣ୍ଟନ କରାଯାଇଥିଲା । ଏଥିରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ନିର୍ମାଣ କରାଯାଇ ପ୍ରଦାନ କରାଯାଇଥିଲା । ଏଥିରେ ଟାଙ୍ଗୀ ବି ଏସ ଏସ ଓ କାଜଲ ରାଣୀ ପ୍ରଧାନ ,ଖୋର୍ଦ୍ଧା ଡି ଡି ଆର ଓ ଚନ୍ଦ୍ର ଶେଖର ପରିଡ଼ା ଓ ଭୂଷଣ୍ଡପୁର ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ ।ଏଥିରେ ୧୨ ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ ।

IEC 2 years
Leave A Reply