ନିରାକାର ପୁର,୨୨/୪: ଶ୍ରୀ ରାମ ନବମୀ ଦିନ ଠାରୁ ଆରମ୍ଭ ହୋଇ ଦିଘ୍ର ୨୧ଦିନ ଧରି ଚାଲିଥିବା ରାମଲୀଳା ଶେଷ ହୋଇଛି।ଶେଷ ଦିନ ପ୍ରଭୁ ରାମ ଚନ୍ଦ୍ର ରାବଣ ବଧ କରି ଅଯୋଧ୍ୟା ରାଜ ଅଭିଷେକ ହୋଇ ଥିଲେ । ଏଥୀ ସହିତ ବାନର ସନ୍ୟ ସହିତ ନଗର ପରିକ୍ରମା କରିଥିଲେ। ଶ୍ରୀନିବାସ ସାମନ୍ତରାୟ, ରମେଶ ସୁନ୍ଦରାୟ, କୃଷ୍ଣ ସାମନ୍ତରାୟ , କଇବୋଲ୍ୟ ସୁନ୍ଦରାୟ, ବଳଭଦ୍ର ଉଦୟସିଂ, ତ୍ରିନାଥ ଉଦୟସିଂ, ବାସୁଦେବ ସାମନ୍ତରାୟ , ପ୍ରଭାସ ଉଦୟସିଂ, ବିଜୟ ପାଇକରାୟ, କରୁଣାକର ସାମନ୍ତରାୟ,ଲକ୍ଷ୍ମଣ ସାମନ୍ତରାୟ, ହାଡୁ ଉଦୟସିଂ, ପଞ୍ଚୁ ସାମନ୍ତରାୟ ,ଚିତ୍ତରଞ୍ଜନ ପାଇକରାୟ, ବୁଦ୍ଧିଆ ସୁନ୍ଦରାୟ, ରବୀନ୍ଦ୍ର ସୁନ୍ଦରାୟ, ହାପି ସୁନ୍ଦରାୟ, ଦୁଗୁଲୁ, ଚନ୍ଦୁ, କାହାନା ,ଶଙ୍କର ସାମନ୍ତରାୟ, ମାଗୁଣି ଉଦୟସିଂ,ଉମେଶ ସୁନ୍ଦରl, ରମେଶ ମାର୍ଥା, ଚିତ୍ରସେନ ବେହେରା, ଚକର୍ଧର ବେହେରା ଅଜୟ ପାଇକରାୟ, ପ୍ରୁନଚନ୍ଦ୍ର ସୁନ୍ଦରାୟ,ପ୍ରମୁଖ ବ୍ୟକ୍ତି ସହଯୋଗ କରିବା ସହିତ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।