ନେମାଳ : କରୋନା ମହାମାରୀ ଭୟଙ୍କର ରୂପଧାରଣ କରିଥିଲାବେଳେ ଏହାର କବଳରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ଲକ୍ ଡାଉନ୍ ଓ ସଟ୍ ଡାଉନ ଘୋଷଣା କରିଛନ୍ତି ।
ତେବେ ଝାଡେଶ୍ୱରପୁର ସାପ୍ତାହିକ ହାଟ ଓ ବଜାରରେ ଜନୈକ କରୋନା ଆକ୍ରାନ୍ତ ବ୍ୟକ୍ତି ଚଳପ୍ରଚଳ କରିଥିବାରୁ ସ୍ଥାନୀ ସରପଂଚ ସୁଜାତା ଦାସ ଆଜି ଗୋଟିଏ ଦିନ ପାଇଁ ସାପ୍ତାହିକ ହାଟ ଓ ବଜାରକୁ ସକାଳ ୫ ରୁ ରାତି ୯ ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଥିଲେ ।
‘ଳରେ ଏହାକୁ ଜନସାଧାରଣ ମାନି ହାଟ ବା ବଜାରକୁ ନଆସି ସଟ୍ ଡାଉନକୁ ସ‘ଳ କରିଥିଲେ ।