Odisha news

ଭିଡିଓ କନଫରେନ୍ସ ମାଧ୍ୟମରେ ବିଜୁ ଯୁବ ଜନତା ଦଳର ସଭା

ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ହରିଶଙ୍କର ମାଝୀ ଙ୍କ ନେତୃତ୍ୱରେ ଵ୍ଳକ ର ସମସ୍ତ ପଞ୍ଚାୟତ ର ଯୁବ ସଭାପତି ମାନ ତେବେ ଣଙ୍କୁ ନେଇ ଏକ  ଭିଡିଓ କନଫରେନ୍ସ ସଭା ବାଲିପଡା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ବିଧାୟକ ଶ୍ରୀ ଯୁକ୍ତ ଭୂପିନ୍ଦର ସିଂ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଵିଭାଗୀୟ ଅଧିକାରୀ ଙ୍କୁ ଫୋନରେ ସମାଧାନ ପାଇଁ କହିଥିଲେ। ଏହି ବୈଠକରେ ନର୍ଲା ବ୍ଳକ ବିଜୁ ଜନତା ଦଳ ସଭାପତି ପରେଶ ପଧାନ, ସମ୍ପାଦକ ଭୋପାଳ ନାଗ, ଜିଲ୍ଲା ସମ୍ପାଦକ ରୁଦ୍ର ସାହୁ, ଜୟନ୍ତ ଗଉଡ, କିଶୋର ମାଝୀ, ପୂର୍ଣ ପୁଝାରୀ, ହାକିମ ମେହେରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

IEC 2 years

Comments are closed.