Odisha news

ନାଲକୋରେ ୨୪ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳିତ

ମୁଖ୍ୟବକ୍ତା ଭାବେ, ଇସ୍ରୋର ପୂର୍ବତନଅଧ୍ୟକ୍ଷ ଶ୍ରୀକେ.ଶିବନ୍ ଙ୍କଅଭିଭାଷଣପ୍ରଦାନ

0

ଭୁବନେଶ୍ୱର, ୧୧.୦୫.୨୦୨୨:ନବରତ୍ନ କେନ୍ଦ୍ରୀୟ ଉଦ୍ୟୋଗ ନାଲକୋ ଆଜିଏହାର ଭୁବନେଶ୍ୱରସ୍ଥିତ ଅନୁସନ୍ଧାନଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର  ଠାରେ୨୪ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ କରି ଅଛି , ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେଶିବନ୍,ଆଭସୀ ମାଧ୍ୟମରେ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ “ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ” ବିଷୟ ବସ୍ତୁ ଉପରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ।ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧରପାତ୍ର, ଅଧ୍ୟକ୍ଷ ଅଭିଭାଷଣ ପ୍ରଦାନ କରିଥିବାବେଳେ,ଶ୍ରୀମନସା ପ୍ରସାଦ ମିଶ୍ର, ନିର୍ଦ୍ଦେଶକ (ପି.ଆଣ୍ଡ.ଟି)ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ୟ୍ୟ କ୍ରମଟିରେ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ନାଲକୋର ସମସ୍ତ ୟୁନିଟ୍ ତଥା ଦେଶରେ ଅବସ୍ଥିତ କମ୍ପାନୀର ବିଭିନ୍ନ ଆଞ୍ଚଳିକ କାର୍ୟ୍ୟାଳୟ ଗୁଡ଼ିକର କର୍ମଚାରୀ ମାନେ ଯୋଗ ଦେଇଥିଲେ l

 

 

Leave A Reply

Your email address will not be published.