ବୈଜ୍ଞାନିକ ଦୃଷ୍ଟିରୁ ମୋତି ଗୋଟିଏ ଜୈବିକ ପଦାର୍ଥ ଅଟେ । କିନ୍ତୁ ଏହାକୁ ନବରତ୍ନ ରେ ସାମିଲ କରାଯାଇଛି । ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରତେକ ଗ୍ରହ ର ସମ୍ପର୍କ ଯେ କୌଣସି ରତ୍ନ ସହିତ ରହିଛି ।
ସମୁଦ୍ର ମନ୍ଥନ ର ପୌରାଣିକ କଥା ଅନୁସାରେ ମା ଲକ୍ଷ୍ମୀଙ୍କର ଜନ୍ମ ସମୁଦ୍ର ମନ୍ଥନ ରୁ ହୋଇଛି ଓ ମୋତି ଆମକୁ ସମୁଦ୍ରରୁ ହିଁ ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଯେ ମା ଲକ୍ଷ୍ମୀଙ୍କର ମୋତି ଅତି ପ୍ରିୟ ଅଟେ । ତେଣୁ ମା ଲକ୍ଷ୍ମୀଙ୍କୁ ମୋତି ଅର୍ପଣ କରାଯାଇଥାଏ । ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି
Comments are closed.