Odisha news

କଲ୍ ଗାର୍ଲଙ୍କୁ ପଇସା ଦେବାପାଇଁ ପଡୋଶୀ ଘରେ ଚୋରି କରିବାକୁ ପଶିଲେ ବିଜ୍ଞାନ ଶିକ୍ଷକ : ତାପରେ…

ନୂଆଦିଲ୍ଲୀ : ବ୍ରିଟେନର ଜଣେ ଯୁବା ଶିକ୍ଷକ ପଡୋଶୀ ଘରେ ଚୋରି କରିବା ପାଇଁ ପଶିଥିଲେ ,କିନ୍ତୁ ଯଥା ଶୀଘ୍ର ଏହି ଘରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଧରି ପକାଇଲେ ଯେତେବେଳେ ଶିକ୍ଷକ ଜଣଙ୍କୁ ପଚାର ଗଲା ସେ କହିଥିଲେ ଦେହଜୀବୀକୁ ପଇସା ଦେବା ପାଇଁ ଏହି ଘରକୁ ଆସିଥିଲେ l ୨୭ ବର୍ଷୀୟ ଏଡମ ଜଣେ ବିଜ୍ଞାନ ଶିକ୍ଷକ ଅଟନ୍ତି l ସେ ନିଜ ଘରେ ମଦ୍ୟପାନ କରିବା ସହିତ ଡ୍ରଗ୍ସ ସେବନ କରୁଥିଲେ ,ତା ସହିତ ସେ ଜଣେ ଦେହଜୀବୀଙ୍କୁ ମଧ୍ୟ ଡାକିଥିଲେ l

ଏହି ଦେହଜୀବୀଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ସେ ଅଧିକ ପଇସା ମାଗିଥିଲେ ଏଡମଙ୍କ ପାଖରେ ପଇସା ନଥିବାରୁ ସେ ପଡୋଶୀଙ୍କ ଘରେ ଚୋରି କରିବାକୁ ପଶିଥିଲେ l ସେ ନିଜ ମୁହଁରେ ମାସ୍କ ପିନ୍ଧିଥିଲେ ,ଖାଲି ପାଦରେ ପଡୋଶୀଙ୍କ ଘରେ ରାତି ୧୧ ଟାରେ ପଶିଲେ l ତାଙ୍କ ହାତରେ ଗୋଟିଏ ହାତୁଡା ଥିଲା l ଉକ୍ତ ଘରେ ରହୁଥିବା ବ୍ୟକ୍ତି ସେତେବେଳେ ଶୋଇବାପାଇଁ ବ୍ୟବସ୍ତା କରୁଥିଲେ l ସେହି ଘରେ ରହୁଥିବା ଜଣେ ମହିଳା ଏଡମଙ୍କୁ ଦେଖିଦେଇ ତାଙ୍କ ସ୍ୱାମୀଙ୍କୁ କହିଥିଲେ l

ଏହା ପରେ ଏଡମ ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା l ଉକ୍ତ ସଂଘର୍ଷରେ ବ୍ୟକ୍ତି ଜଣଙ୍କ ଆହାତ ହୋଇଥିଲେ ,କିନ୍ତୁ ତୁରନ୍ତ ସେ ଏଡମଙ୍କୁ ଆୟତ କରି ନେଇଥିଲେ l ଏହାପରେ ଏଡମଙ୍କ ପକେଟରୁ ନିଜ ପତ୍ନୀଙ୍କର ଅନ୍ତବସ୍ତ୍ର ମଧ୍ୟ ବାହାର କରିଥିଲେ l ଏଡମ କହିଛନ୍ତି ଯେ ମୋତେ ଏବିଷୟରେ କିଛିବି ଜଣା ନାହିଁ l ଏଡମଙ୍କର ଓକିଲ କହିଛନ୍ତି ଏଡମ ଜଣେ ଭଲ ପରିବାରର ବ୍ୟକ୍ତି ଅଟନ୍ତି ଓ ତା ସହିତ ଜଣେ ଶିକ୍ଷକ ମଧ୍ୟ ଅଟନ୍ତି l ତାଙ୍କ ନାମରେ କୌଣସି ଅପରାଧୀ ମୂଳକ ରେକର୍ଡ ମଧ୍ୟ ନାହିଁ l ତଥାପି ଜଜ କୌଣସି କଥା ନଶୁଣି ବିଜ୍ଞାନ ଶିକ୍ଷକଙ୍କୁ ୬ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି l

IEC 2 years

Comments are closed.