Odisha news

କେନ୍ଦ୍ର ରେଳ ଓ ଟେକ୍ସଟାଇଲ ରାଷ୍ଟ ମନ୍ତ୍ରୀଙ୍କ ମା ମଙ୍ଗଳା ମନ୍ଦିର ପରିଦର୍ଶନ

0
କାକଟପୁର 16/2 କେନ୍ଦ୍ର ରେଳ ଏବଂ ଟେକ୍ସଟଆଇଲ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦୋଷଙ୍କ ହଟାତ ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳା ଙ୍କ ପୀଠ ପରିଦର୍ଶନ କରିଛନ୍ତି I  ରାଷ୍ଟମନ୍ତ୍ରୀଙ୍କ ମନ୍ଦିର ପରିଦର୍ଶନ ସମୟରେ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ନିମାପଡା ର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବିଜେପି ରାଜ୍ୟ ଉପାସଭାନେତ୍ରୀ ପ୍ରଭାତୀ ପରିଡା, ରତିକାନ୍ତ ବେହେରା,କାକଟପୁରର ଅନ୍ୟ ନେତାନେତ୍ରୀ ପ୍ରମୁଖ ଫୁଲତୋଡ଼ା ଦେଇ ମନ୍ଦିର ସମ୍ମୁଖରେ ରାଷ୍ଟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ I ଏହାପରେ ମା ମଙ୍ଗଳାଙ୍କ ପୀଠକୁ ନେଇ ମା’ଙ୍କର ଦର୍ଶନ କରାଇଥିଲେ ।
Nalco
Leave A Reply