ଭାରତରେ ୱାର୍କ ଫ୍ରର୍ମ ହୋମ୍ କାର୍ଯ୍ୟ କରୁଥିବା ଲୋକଙ୍କର ମେଣ୍ଟାଲ ହେଲଥ ଅଧିକ ଖରାପ ହେଉଛି –
ନିକଟରେ ଗ୍ଲୋବାଲ ସ୍ତର ରେ କରାଯାଇଥିବା ଗୋଟିଏ ଷ୍ଟଡି ରେ କୁହ ଯାଇଛି ଯେ ଭାରତରେ ଅଫିସ ରେ କାମ କରୁଥିବା ବ୍ୟକ୍ତି ଙ୍କର ମେଣ୍ଟାଲ ହେଲ୍ଥ ଘରେ ମେଣ୍ଟାଲ ହେଲ୍ଥ ବ୍ୟକ୍ତିଙ୍କ ଠାରୁ ଅଧିକ ସୁସ୍ଥ ରହିଥାଏ l ଭାରତୀୟ ମାନେ ଅଫିସ ରେ କାମ କରିବା ଦ୍ୱାରା ଅଧିକ ମାନସିକ ଶାନ୍ତି ମିଳିଥାଏ l ଭାରତରେ ୱାର୍କ ଫ୍ରର୍ମ ହୋମ୍ ରେ କାମ କରୁଥିବା ବ୍ୟକ୍ତିଙ୍କ ନିକଟରେ ଅଧିକ ମାନସିକ ଉତେଜନା ଦେଖିବାକୁ ମିଳିଥାଏ l
କିନ୍ତୁ ୟୁରୋପ ଓ ଆମେରିକା ର କଥା ଯଦି କହିବା ୱାର୍କ ଫ୍ରର୍ମ ହୋମ୍ ଦ୍ୱାରା ମେଣ୍ଟାଲ ହେଲ୍ଥ ର ଭଲ ଗ୍ରୋଥ ହୋଇଥାଏ l ଆମେରିକାରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଭାରତୀୟ ମାନେ ୱାର୍କ ଫ୍ରର୍ମ ହୋମ୍ ଦ୍ୱାରା ଅଧିକ ମାନସିକ ଚାପରେ ପୀଡିତ ହେଉଛନ୍ତି l
– ଭାରତୀୟ ମାନେ ୱାର୍କ ଫ୍ରର୍ମ ହୋମ୍ ରେ କାମ କରିବା ଦ୍ୱାରା ଘରୋଇ ହିଂସା ଅଧିକ ବୃଦ୍ଧି ପାଉଛି l
– ୱାର୍କ ଫ୍ରର୍ମ ଅଫିସ ରେ କାମ କରିବା ଦ୍ୱାରା ନିଜ ମଧ୍ୟରେ ରିଲେସନ ଭଲ ରହିଥାଏ l
– ଘରେ କାମ କଲେ ଅଧିକ ଟକ୍ସିକ ଏନଭାଇରନମେଣ୍ଟ ବୃଦ୍ଧି ହୋଇଥାଏ l
– ଯଦି ଭାରତୀୟ ମାନେ ୱାର୍କ ଫ୍ରର୍ମ ଅଫିସ କାର୍ଯ୍ୟ କରନ୍ତି ତେବେ ଲୈଙ୍ଗିକ ଭେଦଭାବବ ଦୂର ହୋଇଥାଏ l
– ଯଦି ଘରେ ରହି କାମ କରନ୍ତି ତେବେ ରକ୍ତଚାପ ବୃଦ୍ଧି, ଷ୍ଟ୍ରେସ ବୃଦ୍ଧି ଅଧିକ ହେଉଛି l