Odisha news

ଓଡ଼ିଶାରେ ଖଣିଜ ସଂପଦ ସନ୍ଧାନ ଓ ଏହାର ବୃଦ୍ଧି ପାଇଁ ଏମଇସିଏଲଏବଂ ଓଏମଇସିଏଲ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

0

ଭୁବନେଶ୍ୱର: ୦୮.୦୧.୨୦୨୧,ଓଡ଼ିଶାରେଖଣିଜସଂପଦରସନ୍ଧାନ ଓ ଏହାରବୃଦ୍ଧି ପାଇଁଏମଇସିଏଲଏବଂଓଏମଇସିଏଲମଧ୍ୟରେଗତକାଲିଭୁବନେଶ୍ୱରଠାରେବୁଝାମଣା ପତ୍ରସ୍ୱାକ୍ଷରିତହୋଇଯାଇଛି । ଏମଇସିଏଲର ସିଏମଡି

ଡ. ରଂ  ଜିତକୁମାର ରଥଏବଂଓଏମଇସିଏଲ ପକ୍ଷରୁଏହାର ପରିଚାଳନା ନିଦେ୍ର୍ଦଶକ ଶ୍ରୀଭିନିଲ କ୍ରିଷ୍ଣା ଉକ୍ତଏମଓୟୁରେ ସ୍ୱାକ୍ଷର କରିଥିଲେ ।ଏହି ଅବସରରେ ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀଶ୍ରୀ ପ୍ରହ୍ଲାଦ ଯୋଶୀ, ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି ଓ କାର୍ଯ୍ୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଓଡ଼ିଶାସରକାରଙ୍କମୁଖ୍ୟଶାସନ ସଚିବଶ୍ରୀସୁରେଶଚନ୍ଦ୍ରମହାପାତ୍ର ଓ ଓଡ଼ିଶାରଇସ୍ପାତ ଓ ଖଣିରସଚିବ ତଥା ଓଏମସିର ଅଧ୍ୟକ୍ଷଶ୍ରୀସୁରେନ୍ଦ୍ରକୁମାର ପ୍ରମୁଖଉପସ୍ଥିତ ଥିଲେ ।

ଓଡ଼ିଶାରାଜ୍ୟରେବକ୍ସାଇଟ, ଚାଇନାକ୍ଲେ, କୋଇଲା,କ୍ରୋମାଇଟ,ଡୋଲୋମାଇଟ, ଫାୟାରକ୍ଲେ,ଗ୍ରାଫାଇଟ, ଜେମଷ୍ଟୋନ, ଲୁହା ପଥର, ଚୁନ ପଥର, ମାଙ୍ଗାନିଜ , ଖଣିଜବାଲି, ନିକେଲ, ପାଇରୋଫାଇଲାଇଟ ଓ କ୍ୱାର୍ଜବିପୁଳ ପରିମାଣରେମହଜୁଦ ରହିଛି ।ଏଥିମଧ୍ୟରୁକ୍ରୋମାଇଟ, ଗ୍ରାଫାଇଟ, ବକ୍ସାଇଟ, ମାଙ୍ଗାନିଜ ପଥର, ଲୁହାପଥର, ସିଲିମାନାଇଟ, କ୍ୱାର୍ଜ, ପାଇରେକ୍ସନାଇଟ ଓ ଡୋଲୋମାଇଟଉତ୍ପାଦନ କ୍ଷେତ୍ରରେଓଡ଼ିଶାହେଉଛି ଅଗ୍ରଣୀରାଜ୍ୟ ।ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରୁକେବଳମୂଲ୍ୟବାନ ରୁବି ଓ ପଲିଥିନ ଗ୍ରୁପରଧାତବ ପଦାର୍ଥ ଉତ୍ପାଦିତହୋଇଥାଏ ।ଦେଶର ୯୫ % କ୍ରେମାଇଟ, ୯୨% ନିକେଲ, ୬୯% କୋବାଲ୍ଟ, ୫୫% ବକ୍ସାଇଟ, ୫୧% ଟାଇଟାନିଫେରସମ୍ୟାଗ୍ନେଟାଇଟ, ୪୦% ଚୁନ ଫଥର, ୩୬% ପ୍ରୋପହାଇଲଇଟ, ୩୩% ଲୁହାପଥର(ହେମେଟାଇଟ), ୨୬% ସିଲିମାନାଇଟ,୨୫% ଫାୟାରକ୍ଲେ ଓ ଗାର୍ନେଟ ,୨୪% କୋଇଲା ଓ ଜିରକନ ଏବଂ୨୦% ଭାନାଡିୟମଇତ୍ୟାଦି ଯୋଗାଇବାରେମଧ୍ୟ ଅବଦାନ ଅଛି ।

ଏମଇସିଏଲ ଏକ ଉଲ୍ଲେଖନୀୟ ଅନୁସନ୍ଧାନକାରୀସଂସ୍ଥାଭାବରେଗତ ୪୮ ବର୍ଷ ଧରିସମସ୍ତ ପ୍ରମୁଖ ତଥା ମୂଲ୍ୟବାନ ଖଣିଜ ପଦାର୍ଥର ଏକ ପୋର୍ଟଫୋଲିଓସହିତଭୁତାତ୍ୱିକରିପୋର୍ଟ ପ୍ରସ୍ତୁତକରିବାରେ ଅଗ୍ରଣୀଭୂମିକା ନିର୍ବାହସହକେନ୍ଦ୍ରସରକାର, ରାଜ୍ୟସରକାରଏବଂସିପିଏସଇ ପ୍ରଭୃତିଙ୍କ ପାଇଁ ପରାମର୍ଶସେବା ପ୍ରଦାନ କରୁଛି ।ରାଜ୍ୟରେଖଣିଜ ଅନୁସନ୍ଧାନ କାର୍ଯ୍ୟକୁବୃଦ୍ଧିକରିବାଉଦେ୍ଦଶ୍ୟରେଓ ଏମଇସିଏଲକୁ ପ୍ରତିଷ୍ଠାକରାଯାଇଅଛି, ଯଦ୍ୱାରାରାଜ୍ୟରେଖଣିଜ ପଦାର୍ଥଗୁଡ଼ିକରବୃଦ୍ଧି ଓ ବୈଜ୍ଞାନିକ ପଦ୍ଧତିରେଉତୋଳନ କରାଯାଇପାରିବ ।

ଏମଇସିଏଲରସିଏମଡି ଡ. ରଂଜିତକୁମାରରଥନିଜରମତରଖିକହିଛନ୍ତିଯେ ଓଏମଇସିଏଲସହଯୋଗରେରାଜ୍ୟରେଖଣି ଅନୁସନ୍ଧାନ କାର୍ଯ୍ୟରେବିକାଶଘଟିବ ଓ ଅତତିରକ୍ତଖଣିଜସଂପଦ ପ୍ରତିଷ୍ଠାହେବ । ଯାହା ଦ୍ୱାରା ଅଧିକଖଣିଜବ୍ଲକଗ୍ରୀନ ଫିଲଡ ଓ ବ୍ରାଉନଫିଲଡଏରିଆରେ ନିଲାମ ପାଇଁଚିହ୍ନଟହୋଇପାରିବ ।

Nalco
Leave A Reply