Odisha news

ଆଇ ମେକ୍‌ଅପ୍‌ କ୍ରେଜ୍‌ ବଢ଼ାଇଛି ମାସ୍କ

0

କରୋନାରୁ ବର୍ତ୍ତିବା ପାଇଁ ମାସ୍କ୍‌ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ଏହାର ପ୍ରଭାବ ମହିଳାଙ୍କ
ମେକଅପ୍‌ ଉପରେ ପଡ଼ିଛି । ମାସ୍କ ପିନ୍ଧିବା ଯୋଗୁ ଲିପ୍‌ଷ୍ଟିକ୍‌ ଟ୍ରେଣ୍ଡ୍‌ ଧୀରେ ଧୀରେ କମିବାକୁ ଲାଗିଛି ।
ମହିଳାମାନେ ଆଇ ମେକଅପ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ମେକଅପ୍‌ ପ୍ରଡକଫ କମ୍ପାନୀ କାଜଲ, ଆଇଶାଡୋ, ଆଇଲାଇନର୍‌ ତିଆରି ବୃଦ୍ଧି କରିଛନ୍ତି ।ଲିପ୍‌ଷ୍ଟିକ୍‌ ପରିବର୍ତ୍ତେ ଲିପ୍‌ ବାମ୍‌ ବ୍ୟବହାର କରୁଛନ୍ତି । ସେହିପରି ସୋସାଲ ମିଡିଆରେ ଷ୍ଟାଇଲିଶ୍‌ ମାସ୍କ୍‌ ୱିଥ୍‌ ଆଇ ମେକଅପ୍‌ ବେଶ୍‌ ଭାଇରାଲ ହେଉଛି । ମାସ୍କ ଅନୁସାରେ ଆଇ ମେକ୍‌ଅପ୍‌ ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.