Odisha news

ବାହାଘର ପୂର୍ବରୁ ହନିମୁନ୍‍

0

ଲଣ୍ଡନ : ଲଣ୍ଡନରେ ରହୁଥିବା ଜନୈକା କ୍ଲେୟର୍‍ଙ୍କ ବାହାଘର ସେପେଫମ୍ବରରେ ହେବାର ଥିଲା । କିନ୍ତୁ କରୋନା ପାଇଁ ସ୍ୱଳ୍ପ ଅତିଥିଙ୍କ ଗହଣରେ ବାହା ନ ହେବା ପାଇଁ ବାହାଘର ଘୁଞ୍ଚାଇଥିବା କହିଛନ୍ତି କ୍ଲେୟର୍‍ । ବାହା ନହୋଇ ସେ ଭାବି ସ୍ୱାମୀଙ୍କ ସହ ହନିମୁନ୍‍ ଯିବା ଯୋଜନା କରିଛନ୍ତି । ଏନେଇ ସେ ଟ୍ରାଭେଲ୍‍ ଉପରେ ଲାଗିଥିବା କଟକଣା ହଟିବା ଅପେକ୍ଷାରେ ଅଛନ୍ତି । ମାଲେସିଆରେ ହନିମୁନ୍‍ ପାଇଁ ଟିକେଟ୍‍ କାଟିଛନ୍ତି । ବାହାଘର ଅପେକ୍ଷା ହନିମୁନ୍‍କୁ ସେ ବେଶି ଚାହିଁ ରହିଥିଲେ । କରୋନା ପାଇଁ ପର୍ଯ୍ୟଟନ ଇଣ୍ଡଷ୍ଟ୍ରିକୁ ବହୁ କ୍ଷତି ସହିବାକୁ ପଡ଼ିଛି । ସେଥିପାଇଁ ହନିମୁନ୍‍ ଟ୍ରାଭେଲ୍‍ ଜରିଆରେ ପର୍ଯ୍ୟଟନ ଶିଳ୍ପକୁ ସର୍ପୋଟ୍‍ କରିବାକୁ ଚାହିଁଛନ୍ତି କ୍ଲେୟର୍‍ ।

Leave A Reply

Your email address will not be published.