ଚୀନ୍ : ବିବାହର ଗୋଟିଏ ବର୍ଷ ପରେ ମା ନହୋଇ ପାରି ମହିଳା ପହଞ୍ଚିଲେ ଡାକ୍ତରଙ୍କ ନିକଟରେ , ଚିକିତ୍ସାରେ ଜଣାପଡ଼ିଲା ଜନ୍ମରୁ ସେ ପୁରୁଷ
ନୂଆଦିଲ୍ଲୀ : ମତୃତ୍ୱର ଅନୁଭବ ପ୍ରାୟ ପ୍ରତେକ୍ ମହିଳା କରିବାକୁ ଚାହିଁଥାନ୍ତି । ବିବାହ ପରେ ପ୍ରତ୍ରକ ଝିଅ ମା ହେବାପାଇଁ ଇଚ୍ଛା ରଖିଥାନ୍ତି ବେଳେ ବେଳେ ଏହା ଏତେ ସହଜ ହୋଇ ନଥାଏ ମହିଳା ମାନଙ୍କ ସହିତ ଅସୁବିଧା ହେବା ସହିତ ବେଳେ ବେଳେ ପୁରୁଷ ମାନଙ୍କ ନିକଟରେ ମଧ୍ୟ ଅସୁବିଧା ଦେଖା ଯାଇଥାଏ । ଚୀନର ଜଣେ ମହିଳା ବିବାହର ଏକ ବର୍ଷ ପରେ ମଧ୍ୟ ମା ହୋଇପାରି ନଥିଲେ । ଡାକ୍ତର ମାନେ ତାଙ୍କୁ ନେଇ ଗୋଟିଏ ଅଦ୍ଭୁତ ତଥ୍ୟ ପ୍ରଦାନ କରିଛନ୍ତି ।

Comments are closed.