Odisha news

କେକ୍ ଉପରେ ଲେଖା ଯାଇଥିବା ମେସେଜ ବିବାହକୁ ନେଇ ଉଠାଇଲା ପ୍ରଶ୍ନ

0

ନୂଆଦିଲ୍ଲୀ : ବିବାହ ଉତ୍ସବରେ କେକେର ଗୋଟିଏ ନିଜସ୍ୱ ସ୍ଥାନ ରହିଛି l ନିଜ ବିବାହକୁ ଅତ୍ୟନ୍ତ ସ୍ମରଣୀୟ ରଖିବା ପାଇଁ ନବ ବିବାହିତା ଦମ୍ପତି କେକ୍ କୁ ମନଧ୍ୟାନ ଦେଇ ଅର୍ଡର ଦେଇଥାନ୍ତି ଓ ତାର ସ୍ୱାଦକୁ ମଧ୍ୟ ନଜର ରଖାଯାଏ l ବେଳେବେଳେ କେକ୍ କୁ ନେଇ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଥାଏ ,ଯେଉଁଠି ଛୋଟଛୋଟ ଅସୁବିଧାକୁ ନେଇ ପୁରା ଉତ୍ସବଟି ସମ୍ପୂର୍ଣ ଖରାପ ହୋଇଯାଇଥାଏ l କିଛି ଦିନ ତଳେ ଇଣ୍ଟରନେଟରେ ଏହିଭଳି ଗୋଟିଏ କାହାଣୀ ଭାଇରଲ ହେବାରେ ଲାଗିଛି l

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଗୋଟିଏ ୱେଡିଙ୍ଗ ପ୍ଳାନରର ପୋଷ୍ଟ ଲୋକମାନଙ୍କୁ ଖୁବ ଆକର୍ଷଣ କରିଛି ,ଯାହାକୁ ଦେଖି ଲୋକମାନେ ନିଜ ହସ ଚାପୀ ପାରୁନାହାଁନ୍ତି l ଏହି କେକଟିରେ ଏମିତି କିଛି ଲେଖା ହୋଇଛି “ଏହି ବିବାହ କାହିଁକି ହେଉଛି l “କେକଟିର ରଙ୍ଗ ଧଳା ଅଟେ ଓ ଏଥିରେ ସବୁଜ ରଙ୍ଗରେ ଲେଖାଯାଇଛି l ୱେଡିଙ୍ଗ ପ୍ଳାନର ଲେଖିଛନ୍ତି ଯେ ମୋର କ୍ଳାଇଣ୍ଡ ଏହାକୁ ଲୋକାଲ ମାର୍କେଟରୁ କିଣିଛନ୍ତି ,ଏଥିରେ ଲେଖାହେବା ଉଚିତ ଥିଲା ଯେ ବୁଦ୍ଧିମାନ ବିବାହ l

ଏହି କେକଟିକୁ ଦେଖି ଯିଏ କେହି ଭାବିବ ବିବାହକୁ ନେଇ ପ୍ରଶ୍ନ କରାଯାଇଛି l ଅଧିକାଂଶ ୟୁଜର ମଜା ନେଇ ଲେଖିଛନ୍ତି ଯେ କରୋନା ମହାମାରୀ ସମୟରେ କିଏ କାହିଁକି ବିବାହ କରୁଛି l

Nalco
Leave A Reply