ଦିଲ୍ଲୀରେ ଆମ ଆଦିମ ପାର୍ଟିର ବିପୁଳ ବିଜୟ ପରେ ଓଡିଶାରେ ଥିବା
ବିଭିନ୍ନ ଜିଲ୍ଲାର ଆମ ଆଦିମ ପାର୍ଟିର କର୍ମ କର୍ତ୍ତାଂକ ମନରେ ଆନନ୍ଦର ଲହରୀ ଖେଳି ଯାଇଛି/ସେହି ପରି ମାଲକାନଗିରି ଜିଲ୍ଲାର କର୍ମକର୍ତ୍ତମାନେ ଦଣ୍ଡକାରଣ୍ଯ ଛକ ଠାରେ ଏକତ୍ରୀତ ହୋଇ ବାଣ ଫୁଟାଇ ମିଷ୍ଠାନ୍ନ ବଣ୍ଠନ କରିବା ସହ କେଜିର ବାଲ ଜିନ୍ଦାବାଦ,ଆମ ଆଦିମ ଜିନ୍ଦା ବାଦ ଶ୍ଲୋଗାନ ଦେଇଥିଲେ/ଏହି କାର୍ଯ୍ଯକ୍ରମରେ ଆମ ଆଦିମ ପାର୍ଟିର ସଭାପତି କେ.ଦେଶୀରାଜପୁ ଆଚାରୀ,ସାଧାରଣ ସଂପାଦକ ଲକ୍ଷ୍ମଣ ଘରାମୀ ,ସନ୍ତୁ ବିଶ୍ବାସ ଓ ଆମ ଆଦିମ ପାର୍ଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ/
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସିଏଏ,ଏନ ଆରସି,ଏନଆରପି ବିରୁଦ୍ଧରେ ଜନ ଅସନ୍ତୋଷ ପ୍ରତିଫଳନ ବୋଲି କୁହାଯାଇଛି/ଜନତା ବିକାଶ ଚାହିଁ,ସାଧାରଣ ଜନତା ଦରଦାମ ନିୟନ୍ତ୍ରଣଚାହେଁ,ବେକାରୀମାନଂକୁ ରୋଜଗର ଆବଶ୍ଯକ,ଧର୍ମ ନାଁରେ ବିଭାଜନ କିମ୍ବା ହିଂସା କାଣ୍ଡ ଅନାବଶ୍ଯକ ବୋଲି ଶ୍ରୀ ଆଚାରୀ ମତବ୍ଯକ୍ତ କରଥିଲେ/