Odisha news

ମାହାଙ୍ଗାରେ ପ୍ରଥମ କରୋନା ମୃତୁ୍ୟ,ମନ୍ତ୍ରୀଙ୍କ ଶୋକ

0

କୋଠପଦା :ମାହାଙ୍ଗା ବ୍ଲକରେ ପ୍ରଥମ କରୋନା ମୃତୁ୍ୟ ଘଟିଛି । ରାହାଣିଆ ପଞ୍ଚାୟତ ସମିତି ସଭ୍ୟା ପ୍ରମିଳା ବରାଳଙ୍କ ସ୍ୱାମି ସମାଜସେବୀ ବିପ୍ର ଚରଣ ବରାଳ(୪୫)ଙ୍କ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଶନିବାରଦିନ ମୃତୁ୍ୟ ଘଟିଛି ବୋଲି ବ୍ଲକ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି ।

ବିପ୍ରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଗଭିର ଶୋକ ପ୍ରକାଶ କରିଥିଲା ବେଳେ ସମାଜସେବୀ ଉମାଶଙ୍କର ବିଶ୍ୱାଳ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ,ବ୍ଲକ ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ସରପଞ୍ଚ କାର୍ତ୍ତିକ ଜେନା,ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ସମେତ ବହୁ ଜନପ୍ରତିନିଧି ଶୋକ ପ୍ରକାଶ

Leave A Reply