Odisha news

ମହାଭାରତର ରୋଚକ କଥା : ଏହି ଯୋଦ୍ଧା ହେଉଛନ୍ତି ମହାଭାରତ ସମୟ ର ପ୍ରଥମ ଟେଷ୍ଟ ଟ୍ୟୁବ ବେବି ଥିଲେ

0

ମହାଭାରତ ସମୟ ର ଏଭଳି ଅନେକ ଘଟଣା ରହିଛି, ଯାହା ଆଜି ମଧ୍ୟ ଆମକୁ ଅଛପା ହୋଇ ରହି ଯାଇଛି l ତେଣୁ ଏଭଳି ଗୋଟିଏ ଘଟଣା ରହିଛି ଯାହାକି ଗୁରୁ ଦ୍ରୋଣାଚାର୍ଯ୍ୟ ଙ୍କ ସହିତ ଜଡିତ l ଦ୍ରୋଣାଚାର୍ଯ୍ୟ ଜଣେ ମହାନ ଯୋଦ୍ଧା ଅଟନ୍ତି ଏହା ଆମେ ସମସ୍ତେ ଜାଣିଛୁ, ଯିଏ କି ଉଭୟ କୌରଵ ଓ ପାଣ୍ଡଵ ମାନଙ୍କ ଗୁରୁ ଅଟନ୍ତି l ଏବଂ ସେ ମହାଭାରତର ଯୁଦ୍ଧର ଜଣେ ମହାନ ଯୋଦ୍ଧା ଭାବରେ ପରିଚିତ ଅଟନ୍ତି l

ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଭାରତର ପ୍ରଥମ ଟେଷ୍ଟ ଟ୍ୟୁବ୍ବ ବେବି ଅଟନ୍ତି ବୋଲି ମାନ୍ୟତା ରହିଛି, ଏହି କାହାଣୀ ଖୁବ ରୋଚକ ଅଟେ l ଦ୍ରୋଣାଚାର୍ଯ୍ୟ ଙ୍କ ପିତା ମହର୍ଷି ଭରଦ୍ୱାଜ ଥିଲେ ଓ ତାଙ୍କ ମାତା ଜଣେ ଅପସରା ଥିଲେ l ଗୋଟିଏ ସନ୍ଧ୍ୟା ରେ ଭରଦ୍ୱାଜ ରୁଷି ଗଙ୍ଗାରେ ସ୍ନାନ କରୁଥିଲେ ସେହି ସମୟ ରେ ତାଙ୍କୁ ସେଠାରେ ଗୋଟିଏ ଅପସରା ଗାଧଉ ଥିବାର ନଜର ଆସିଥିଲେ l ତାଙ୍କର ସୌନ୍ଦର୍ଯ୍ୟ କୁ ଦେଖି ରୁଷି ମନ୍ତ୍ରମୁଗ୍ଧ ହୋଇଗଲେ l ଏବଂ ଠିକ ଏହି ସମୟରେ ତାଙ୍କ ଶରୀରରୁ ଶୂକ୍ରାଣୁ ବାହାରିଲା l ଯାହାକୁ ରୁଷି ଭରଦ୍ୱାଜ ଗୋଟିଏ ମାଟି ପାତ୍ରରେ ସଂଗ୍ରହ କରି ଅନ୍ଧାର ସ୍ଥାନରେ ରଖିଦେଲେ l

ମାନ୍ୟତା ରହିଛି ଯେ ଏହି ଶୂକ୍ରାଣୁ ରୁ ରୁଷି ଦ୍ରୋଣାଚାର୍ଯ୍ୟ ଙ୍କର ଜନ୍ମ ବୋଲି , ଏବଂ ସେହି ଶୂକ୍ରାଣୁ ର ଗୁଣ ଏତେ ଉଚ୍ଚ କୋଟିର ଥିଲା ଯେ ଗୁରୁ ଦ୍ରୋଣ ଜଣେ ମହାନ ଯୋଦ୍ଧା ସହିତ ଜଣେ ବଡ଼ ଧନୁର୍ଦ୍ଧାରୀ ଥିଲେ l

Leave A Reply