– ଇମୋସନାଲ ଆଫେୟାର –
ଏହି ଆଫେୟାର ରେ ଉଭୟ ପୁଅ ଓ ଝିଅ ଶାରୀରିକ ଭାବରେ ଜଣେ ଆଉ ଜଣଙ୍କ ସହିତ ଯୋଡି ହୋଇ ନଥାଆନ୍ତି l ଏହା ଗୋଟିଏ ଏଭଳି ଆଫେୟାର, ଯାହା ଉଭୟଙ୍କୁ ଭାବନାତ୍ମକ ଭାବରେ ଯୋଡ଼ିଥାଏ l ପ୍ରତ୍ୟେକ ସମୟରେ ଉଭୟ ଉଭୟଙ୍କ ଖୋଜି ଥାଆନ୍ତି ଓ କିଛି ଦୁଃଖସୁଖ ବାଣ୍ଟି ଥାଆନ୍ତି l ଯାହାକି ଆଜିକାଲି ଖୁବ ବିରଳ ହୋଇ ଯାଇଛି l
– ସେକ୍ସୁଆଲ ଆଫେୟାର –
ଏହି ଆଫେୟାର ଆଜିକାଲି ଖୁବ ସାଧାରଣ ହୋଇ ଯାଇଛି l ଏହି ପ୍ରକାରର ଆଫେୟାର ରେ ୨ଜଣ କେବଳ ଶାରୀରିକ ସମ୍ପର୍କ ପାଇଁ ଯୋଡି ହୋଇ ଥାଆନ୍ତି l ଏହି ସମ୍ପର୍କ ସେତେବେଳ ପର୍ଯ୍ୟନ୍ତ ଚାଲିଥାଏ ଯେତେବେଳ ପର୍ଯ୍ୟନ୍ତ ଉଭୟ ଉଭୟଙ୍କ ପାଇଁ ଏକ୍ସାଇଟମେଣ୍ଟ ଅନୁଭବ କରିଥାଆନ୍ତି l
– ରୀଭେଞ୍ଜ ଆଫେୟାର –
ଏହିଭଳି ଆଫେୟାର ଖୁବ ଭୟଙ୍କର ହୋଇଥାଏ l କାହିଁକି ଏହି ଆଫେୟାର ରେ ଉଭୟ ପୁଅ ଓ ଝିଅ ପରସ୍ପରକୁ ସବୁବେଳେ ହୀନ ଦେଖାଇବାକୁ ଚେଷ୍ଟା କରନ୍ତି l ଅନେକ ସମୟରେ ପାର୍ଟନର ର ଉପେକ୍ଷା କରି ଅନ୍ୟର ହାତ ଧରନ୍ତି l ଯାହାର ପରିଣାମ ଖୁବ ସାଙ୍ଘାତିକ ହୋଇଥାଏ l
– ସେଲଫ୍ ଫିସ ଆଫେୟାର –
ଏହି ଆଫେୟାର ରେ କେବଳ ସୁବିଧା ରେ ଲାଭ ଉଠାଇବାରେ କେହି ଜଣେ ଲାଗି ପଡିଥାଏ l କେତେବେଳେ ଝିଅ ବଳି ପଡିଥାଏ ତ ଆଉ କେତେବେଳେ ପୁଅ l ଏହି ଆଫେୟାର ସେତେବେଳେ ଦେଖା ଦେଇଥାଏ ଯେତେବେଳେ ଜଣେ ବ୍ୟକ୍ତି କିଛି ତା ଦୁଃଖ ମୁହୂର୍ତ୍ତ ଦେଇ ଗତି କରିଥାଏ ଓ ଆଉ ଜଣେ ଏହାର ସୁଯୋଗ ନେଇ ଲାଭ ଉଠାଇ ଥାଏ l ଯେଉଁଟା ଆଜିକାଲି ଖୁବ ସାଧାରଣ ହୋଇଯାଇଛି l