Odisha news

ମାତ୍ର ୪୫ ଦିନ ର ପ୍ରଧାନମନ୍ତ୍ରୀ ରହି ଲିଜ ଟ୍ରସ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

0
ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ନିଜ ପଦବୀ ସମ୍ଭାଳିବାର ମାତ୍ର ୪୫ ଦିନପରେ ଇସ୍ତଫା ଦେଲେ l ସରକାର ରୁ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ଓ ସଂସଦ ର ତଳ ସଦନ ରେ ସଦସ୍ୟ ମାନଙ୍କର ଆଲୋଚନା ପରେ ଗୁରୁବାର ଦିନ ଟ୍ରସ ନିଜ ପଦବୀ ରୁ ଇସ୍ତଫା ଦେଇଛନ୍ତି l
ଟ୍ରସ୍ ନିଜର ଆବାସିକ କାର୍ଯ୍ୟାଳୟ ୧୦ ଡାଉନିଂ ଷ୍ଟ୍ରିଟ ର ବାହାରେ କହିଥିଲେ ଯେ ସେ କଞ୍ଜର ଭେଟିବ ଦଳର ନେତା ମାନଙ୍କ ପାଇଁ ରେସ ରେ ଥିଲି , ସେତେବେଳେ ସେମାନେ ଯେଉଁ କଥା ଦେଇଥିଲେ ତାହା ପୁରା କରିପାରି ନଥିଲେ ଓ ସେମାନେ ନିଜ ଦଳର ବିଶ୍ୱାସ ହରାଇଛନ୍ତି । ମୁଁ ମାନୁଛି ଯେ ଦେଇଥିବା କଥା ରଖିପାରି ନାହିଁ । ସ୍ଥିତି କୁ ଦେଖି ମୁଁ ସେହି ଜନତାଙ୍କ କଥା ରଖି ପାରିଲି ନାହିଁ ତେଣୁ ମୁଁ ମହାମହିମ ରାଜାଙ୍କ ନିର୍ଦ୍ଦେଶ ରେ ଇସ୍ତଫା ଦେଉଛି ।
Nalco
Leave A Reply