ଭାରତରେ ବିଭିନ୍ନ ପାନୀୟ ର ବିଶେଷ ଭାବରେ ବ୍ୟବହାର କରାଯାଇ ଥାଏ । ସେହି ପାନୀୟ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚା । ଅଧିକାଂଶ ଭାରତୀୟ ପ୍ରତିଦିନ ଚା ସେବନ କରି ଥାଆନ୍ତି । ଚା ଆମେ ନିଜର ଦୈନନ୍ଦିନ ଜୀବନରେ ଗୋଟିଏ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ , ଚା ର ବିଭିନ୍ନ ପ୍ରକାର ମଧ୍ୟ ରହିଛି । ଯେପରିକି ଗ୍ରୀନ ଟି , ଲେମନ ଟି , ମିଲ୍ଲ ଟି , ଜାଗେରି ଟି ଇତ୍ୟାଦି । କିନ୍ତୁ ଗବେଷଣା ଅନୁସାରେ ଏହି ଚା ମାନଙ୍କ ମଧ୍ୟରେ ସବୁଠୁ ଶରୀର ପାଇଁ ହିତକର ଲେମନ ଟି । ଲେମନ୍ ଟି ସେବନ କରିବା ଦ୍ୱାରା ଶରୀରକୁ ୬ଟି ଅଦ୍ଭୁତ ଲାଭ ମିଳିଥାଏ ।
ବିଶେଷ ଭାବରେ ଲେମ୍ବୁ ରସ ଓ ଲେମ୍ବୁ ପତ୍ରରେ ଲେମନ୍ ଟି ପ୍ରସ୍ତୁତ କରାଯାଇ ଥାଏ । କିନ୍ତୁ ଲେମ୍ବୁ ପତ୍ରରେ ପ୍ରସ୍ତୁତ ହୋଇଥିବା ଚା ପୋଷାକ ତତ୍ତ୍ଵ ରେ ଭରପୁର ହୋଇଥାଏ । ଏହାକୁ ମଧ୍ୟ ଆମେ ଲେମନ୍ ଟି ଭାବରେ ଜଣିଥାଉ।
– ଓଜନ ହ୍ରାସ ପାଇଁ ସେବନ କରାଯାଏ । ଲେମ୍ବୁ ପତ୍ର ଆଣ୍ଟି ଅକ୍ସିଡାଣ୍ଟ ରେ ଭରପୁର ଅଟେ । ଯାହା ଶରୀରରେ ମେଟାବୋଲିଯିମ୍ କୁ ବୁଷ୍ଟ୍ କରିବାରେ ସାହାଯ୍ୟ କରିଥାଏ । ମେଟାବୋଲିଯିମ୍ ବୃଦ୍ଧି ହେବା ଦ୍ଵାରା ଫ୍ୟାଟ୍ ବର୍ନ ହେବାରେ ସାହାଯ୍ୟ ମିଳିଥାଏ ।
– କିଡନୀ ଷ୍ଟନ୍ ସମସ୍ୟା ଠିକ୍ କରିଥାଏ । ଲେମ୍ବୁ ପତ୍ର ସାଇ ଟ୍ରିକ ଏସିଡ ରେ ଭରପୁର ହୋଇଥାଏ । ଯାହାକି କିଡନୀ ଷ୍ଟୋନ ସମସ୍ୟା ରୁ ଆରାମ ଦେଇଥାଏ ।
– ଲେମ୍ବୁ ପତ୍ରରେ କିଛି ଏପରି ଗୁଣ ରହିଥାଏ ଯାହାକି ପେଟର କୃମି ସମସ୍ୟା କୁ ଠିକ୍ କରିଥାଏ । ଏହାଛଡା ଗ୍ୟାସ୍ ଓ ବାନ୍ତି ସମସ୍ୟା ଠିକ୍ ହୋଇଥାଏ ।
– ଅନିଦ୍ରା ସମସ୍ୟା ଦୂର ହୋଇଥାଏ । ଲେମ୍ବୁ ପତ୍ର ରେ ସାଇ ଟ୍ରକ୍ ଏସିଡ ଓ ଅଲ୍କୋ ଲାଇଡ ଗୁଣରେ ଭରପୁର । ତେଣୁ ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ଲେମ୍ବୁ ପତ୍ର ଚା ସେବନ କରନ୍ତୁ ।
– ଲେମ୍ବୁ ପତ୍ରରେ ଆଣ୍ଟି ଇମ୍ଫ୍ଲ ମେଟରି ଗୁଣ ରହିଛି । ତେଣୁ ଅସ୍ଥାମା ରୋଗୀ ମାନେ ନିୟମିତ ଲେମ୍ବୁ ପତ୍ର ଚା ସେବନ କରିବା ଉଚିତ୍ ।
– ଲେମ୍ବୁ ପତ୍ର ଚା ତ୍ୱଚା ପାଇଁ ଲାଭ ଦାୟକ । ଲେମ୍ବୁ ପତ୍ର ଚା ସେବନ କରିବା ଦ୍ୱାରା ସ୍କିନ ରେ ଚମକ ଆସିଥାଏ । ଲେମ୍ବୁ ପତ୍ର ରେ ଭିଟାମିନ ସି ଓ ଆଣ୍ଟି ଆକ୍ସିଡାଣ୍ଟ ଗୁଣ ରହିଛି ତେଣୁ ତ୍ୱଚା ପାଇଁ ଖୁବ୍ ହିତକର ।
